ଚଉକା ଛକା
ଚଉକା ଛକା | |
---|---|
ନିର୍ଦ୍ଦେଶକ | କେ. ମୂରଲି କ୍ରୀଷ୍ଣା |
ପ୍ରଯୋଜକ | ଗୟାଧର ଜେନା |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | କେ. ମୂରଲି କ୍ରୀଷ୍ଣା |
କାହାଣୀ | କେ. ମୂରଲି କ୍ରୀଷ୍ଣା |
କଳାକାର | ସମ୍ବିତ ନୂତନ ପପୁ ପମ ପମ ଲଭ୍ଲି ଶ୍ରୀତମ ହର ପଟ୍ଟନାୟକ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୪ ମାର୍ଚ୍ଚ ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚଉକା ଛକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୟାଧର ଜେନା ।[୨][୩] କେ. ମୂରଲି କ୍ରୀଷ୍ଣା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[୬] ଏବଂ ନୂତନ ମହାନ୍ତି । ପପୁ ପମ ପମ[୭][୩], ଲଭ୍ଲି, ଶ୍ରୀତମ ଦାସ, ସୁନୀତା ଗରବଡ଼ୁ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ଶକ୍ତି ବରାଳ, ସଲିଲ ମିତ୍ର, ବାବୁ ପ୍ରଧାନ, ହର ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ[୮]
- ନୂତନ ମହାନ୍ତି[୯]
- ପପୁ ପମ ପମ[୧୦]
- ଲଭ୍ଲି
- ଶ୍ରୀତମ ଦାସ
- ସୁନୀତା ଗରବଡ଼ୁ
- ପ୍ରଦ୍ୟୁମ୍ନ ଲେଙ୍କା
- ପ୍ରିୟଙ୍କା ମହାପାତ୍ର
- ଶକ୍ତି ବରାଳ
- ସଲିଲ ମିତ୍ର
- ବାବୁ ପ୍ରଧାନ
- ହର ପଟ୍ଟନାୟକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୪] ନିଜାମ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୧][୫] ଉଦିତ ନାରାୟଣ, ବିନୋଦ ରାଠୋଡ଼, ପାମେଲା ଜୈନ, ଅଞ୍ଜଳି ମିଶ୍ର, ଅଭିଜିତ ମଜୁମଦାର, ରିଙ୍କି, ଅନୁରାଧା ପଢ଼ୁୱାଲ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆରି ରାରି ରା" | |
2. | "ପାଣି ମାରିଦେଲା ଝାଇଁ" | |
3. | "ରୁଣୁ ଝୁଣୁ କହେ" | |
4. | "ବୟସ ତୋର କସମସ" | |
5. | "ମାରିଦେବୁ ଆମରେ ଚଉକା ଛକା" |
ପୁରସ୍କାର
[ସମ୍ପାଦନା]ଚଳଚ୍ଚିତ୍ର ଜଗତର ୩୮ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ୨୦୧୩ରେ ପପୁ ପମ ପମଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।[୧୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Chauka Chhaka new Film of Papu". Incredible Orissa. 11 December 2012. Retrieved 14 October 2017.
- ↑ "Chauka Chaka New Oriya Film – Wallpapers, Star Cast & Crew". Ollywood Star. Retrieved 14 October 2017.
- ↑ ୩.୦ ୩.୧ "ଅଭିନେତା କେମିତି ଜାଣିବେ ଫିଲ୍ମରେ ଟଙ୍କା କେଉଁଠୁ ଲାଗୁଛି: ପପୁ ପମପମ୍". Odisha Reporter. 27 June 2015. Retrieved 14 October 2017.
- ↑ ୪.୦ ୪.୧ "Chauka Chhaka Odia Film Cast And Crew". Best Odisha. Archived from the original on 18 October 2017. Retrieved 14 October 2017.
- ↑ ୫.୦ ୫.୧ "Odia Film – Chauka Chhaka". NewOdisha.in. 14 December 2012. Archived from the original on 17 October 2017. Retrieved 14 October 2017.
{{cite news}}
:|first=
missing|last=
(help) - ↑ "ସମ୍ବିତଙ୍କ ସହ ଅଙ୍କିତା". ସମ୍ବାଦ. 4 July 2017. Retrieved 14 October 2017.
- ↑ "ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ". sambad.in. 3 April 2017. Archived from the original on 17 October 2017. Retrieved 14 October 2017.
- ↑ "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡ଼ିଆ ଛବି "ମନ ଖାଲି ତତେ ଚାହେଁ"". E News ଓଡ଼ିଆ. 6 July 2017. Retrieved 14 October 2017.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "Chauka Chhaka Odia Film Song recording". OdiaOdisha.com. 11 December 2012. Archived from the original on 18 October 2017. Retrieved 14 October 2017.
- ↑ "Chauka Chhaka (2013)". odiakhati.com. Archived from the original on 17 October 2017. Retrieved 14 October 2017.
- ↑ "ଚଳଚ୍ଚିତ୍ର ଜଗତର ୩୮ ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ -୨୦୧୩". ଓଡ଼ିଶାନ୍. 6 January 2014. Retrieved 14 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚଉକା ଛକା