ବିଜ୍ଞାନ ଦିଗନ୍ତ

ଉଇକିପିଡ଼ିଆ ରୁ
(Bigyana Diganta ରୁ ଲେଉଟି ଆସିଛି)
Jump to navigation Jump to search
ବିଜ୍ଞାନ ଦିଗନ୍ତ
BG Logo.png
ଗଢ଼ଣପତ୍ରିକା (RNI ରେଜିଷ୍ଟ୍ରେସନ ନଂ: ୫୨୬୭୦/୧୯୯୩)
ପ୍ରକାଶକଓଡ଼ିଶା ବିଜ୍ଞାନ ଏକାଡେମୀ
ସମ୍ପାଦକବିଜୟ କେତନ ପଟ୍ଟନାୟକ[୧]
ସହ ସମ୍ପାଦକପ୍ରଫେସର ସୂର୍ଯ୍ୟମଣି ବେହେରା
ଡକ୍‌ଟର ଚନ୍ଦ୍ର କିଶୋର ମହାପାତ୍ର
ଡକ୍‌ଟର ଚିତ୍ତରଞ୍ଜନ ମିଶ୍ର
ଡକ୍‌ଟର ବସନ୍ତ କୁମାର ଚୌଧୁରୀ
ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ
ପ୍ରଫେସର ବିଜୟ କୁମାର ପରିଡା
ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି
ପରିଚାଳନା ସମ୍ପାଦକଶ୍ରୀ ସନାତନ ରଣା
ଗଠିତ୧୯୯୩[୨]
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟhttp://www.orissabigyanacademy.nic.in/

ବିଜ୍ଞାନ ଦିଗନ୍ତ , ଏକ ମାସିକ "ବିଜ୍ଞାନ ପତ୍ରିକା" ଅଟେ ।[୩] ଏହା ମୁଖ୍ୟତଃ ଛାତ୍ରଛାତ୍ରୀ, ସେମାନଙ୍କ ଅବିଭାବକ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଆଖି ଆଗରେ ରଖି ପ୍ରକାଶ କରାଯାଇଥାଏ । ଓଡ଼ିଶାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଥିବା ମାଧ୍ୟମିକ ଶିକ୍ଷା ଅନୁଷ୍ଠାନମାନଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯାଏ । [୨]
ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶପାଏ ଓ ମାଗଣାରେ ବିତରଣ କରାଯାଇଥାଏ । ଏହି ସ୍ୱତନ୍ତ୍ର ସଂଖ୍ୟାଟି ତିନିମାସରେ ଥରେ ବାହାରିଥାଏ । ଏହା ଓଡ଼ିଆ ବ୍ରେଲି ଲିପିରେ ଲେଖାଯାଇଥାଏ ।[୨]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ପ୍ରଥମ ରୋଜଗାର". www.dharitri.com. Retrieved 25 April 2019.
  2. ୨.୦ ୨.୧ ୨.୨ ବିଜ୍ଞାନ ଦିଗନ୍ତ ସମ୍ପର୍କିତ କିଛି ତଥ୍ୟ
  3. "ଓଡ଼ିଶାର ଗଣମାଧ୍ୟମରେ ବିଜ୍ଞାନ" (PDF). ଉତ୍କଳ ପ୍ରସଙ୍ଗ (ଡିସେମ୍ବର ୨୦୧୨): ୨୫. Retrieved 25 April 2019.

ବାହାର ତଥ୍ୟ[ସମ୍ପାଦନା]