ଭିଜା ମାଟିର ସ୍ୱର୍ଗ
ଦେଖଣା
(Bhija Matira Swargaରୁ ଲେଉଟି ଆସିଛି)
ଭିଜା ମାଟିର ସ୍ୱର୍ଗ | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | ନନ୍ଦଲାଲ ମହାପାତ୍ର |
ଚିତ୍ରନାଟ୍ୟ | ଆଶୁତୋଷ ମହାପାତ୍ର |
କାହାଣୀ | ନନ୍ଦଲାଲ ମହାପାତ୍ର |
କଳାକାର | ମିହିର ଦାସ ବିଜୟିନୀ ମହାନ୍ତି ଗାର୍ଗୀ ମହାନ୍ତି |
ସଙ୍ଗୀତ | କିଶଲୟ ରାୟ |
ଚିତ୍ରଗ୍ରହଣ | ଦିଲୀପ୍ ରାୟ |
ସମ୍ପାଦକ | ଶଶିଭୂଷଣ ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୩ ଜାନୁଆରୀ ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଭିଜା ମାଟିର ସ୍ୱର୍ଗ, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ନନ୍ଦଲାଲ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଆଶୁତୋଷ ମହାପାତ୍ର । ନିର୍ଦ୍ଦେଶକ ମନମୋହନ ମହାପାତ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ, ଗାର୍ଗୀ ମହାନ୍ତି, ବିଜୟିନୀ ମହାନ୍ତି । ମହେଶ ଭୋଳ, ପ୍ରୀତିରଞ୍ଜନ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୧୩ ତାରିଖରେ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା । ୨୦୧୮ ମସିହାରେ ଏହି କଥାଚିତ୍ରଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୪][୫]
ଅଭିନୟ
[ସମ୍ପାଦନା]- ମିହିର ଦାସ
- ଗାର୍ଗୀ ମହାନ୍ତି
- ବିଜୟିନୀ ମହାନ୍ତି
- ମହେଶ ଭୋଳ
- ପ୍ରୀତିରଞ୍ଜନ ଦାସ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କିଶଲୟ ରାୟ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ପୁରସ୍କାର
[ସମ୍ପାଦନା]- ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୯[୬]
- ଶ୍ରେଷ୍ଠ ଚଳଚ୍ଚିତ୍ର
- ଶ୍ରେଷ୍ଠ ଅଭିନେତା
- ଶ୍ରେଷ୍ଠ ନିର୍ଦ୍ଦେଶକ
- ଶ୍ରେଷ୍ଠ ଫୋଟଗ୍ରାଫର
- ଶ୍ରେଷ୍ଠ ଚିତ୍ରନାଟ୍ୟ
- ଶ୍ରେଷ୍ଠ ସଂଳାପ[୭]
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ପଞ୍ଚଭୂତରେ ବିଲୀନ ହେଲେ ନିର୍ଦ୍ଦେଶକ ମନମୋହନ ମହାପାତ୍ର". Odisha Reporter. ପୁରୀ. 14 January 2020. Archived from the original on 14 January 2022. Retrieved 14 January 2022.
- ↑ PRATYUSH, PRADESH (19 December 2019). "ସମ୍ମାନ ଜନକ ଜୟଦେବ ପୁରସ୍କାର ପାଇଲେ ବିଜୟ ମିଶ୍ର". ଓଟିଭି ଖବର. ଭୁବନେଶ୍ୱର. Archived from the original on 14 January 2022. Retrieved 14 January 2022.
- ↑ "ଶ୍ରେଷ୍ଠ ଚଳଚ୍ଚିତ୍ର 'ଭିଜା ମାଟିର ସ୍ୱର୍ଗ'". ଧରିତ୍ରୀ. ୨୦ ଡିସେମ୍ବର ୨୦୧୯. p. ୧୨. Retrieved 6 June 2021.
{{cite web}}
: Check date values in:|date=
(help) - ↑ "State Film Awards: 'Bhija Matira Swarga' best film". The New Indian Express. Retrieved 2022-01-14.
- ↑ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮: ବିଜୟ ମିଶ୍ରଙ୍କୁ ଜୟଦେବ ସମ୍ମାନ, ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ". Samaja Live. 10 December 2019. Archived from the original on 14 January 2022. Retrieved 14 January 2022.
- ↑ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ : ଶ୍ରେଷ୍ଠ ଅଭିନେତା ମିହିର, ଶ୍ରେଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା । | Kanak News". Kanak News. kanaknews.com. 10 December 2019. Archived from the original on 14 January 2022. Retrieved 14 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭିଜା ମାଟିର ସ୍ୱର୍ଗ