ବାଜିବଲୋ ସାହାନାଇ
ବାଜିବଲୋ ସାହାନାଇ | |
---|---|
ନିର୍ଦ୍ଦେଶକ | ଆଶୁତୋଷ ମହାପାତ୍ର |
ପ୍ରଯୋଜକ | ଜନ୍ମେଜୟ ଡୋଗ୍ରା |
ସଂଳାପ | ଆଶୁତୋଷ ମହାପାତ୍ର ବିଶ୍ୱ |
ଚିତ୍ରନାଟ୍ୟ | ଆଶୁତୋଷ ମହାପାତ୍ର |
କାହାଣୀ | ଆଶୁତୋଷ ମହାପାତ୍ର |
କଳାକାର | ଅମ୍ଳାନ ଦାସ ଝିଲିକ୍ ଭଟ୍ଟାଚାର୍ଯ୍ୟ ସମ୍ବିତ ଆଚାର୍ଯ୍ୟ ରାଇମୋହନ ପ୍ରତିଭା ପଣ୍ଡା ଧରିତ୍ରୀ ଖଣ୍ଡୁଆଳ |
ସଙ୍ଗୀତ | ତାପସ ଦାସ ଅମୃତାଂଶୁ ପଟ୍ଟନାୟକ |
ଚିତ୍ରଗ୍ରହଣ | ବିଭୁ ପ୍ରସାଦ ମିଶ୍ର |
ମୁକ୍ତିଲାଭ ତାରିଖ | ୩ ମାର୍ଚ୍ଚ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବାଜିବଲୋ ସାହାନାଇ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜନ୍ମେଜୟ ଡୋଗ୍ରା ।[୧] ଅଭିନେତା ତଥା ଜଣାଶୁଣା ନାଟ୍ୟକାର ଆଶୁତୋଷ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ବିଶ୍ୱଙ୍କ ସହ[୨] ମିଶି ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩][୪] ସଙ୍ଗୀତକାର ତାପସ ଦାସ ଓ ଅମୃତାଂଶୁ ପଟ୍ଟନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ସମ୍ବିତ ଆଚାର୍ଯ୍ୟ ।[୫] ରାଇମୋହନ ପରିଡ଼ା, ପ୍ରତିଭା ପଣ୍ଡା, ଧରିତ୍ରୀ ଖଣ୍ଡୁଆଳ, ଆଶୁତୋଷ ମହାପାତ୍ର, ଜୟୀରାମ ସାମଲ, ଅଶ୍ରୁମୋଚନ ମହାନ୍ତି, ମନିଷା ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬][୭]
ଏହି କଥାଚିତ୍ରଟିର ଶୀର୍ଷକ ଆଶୁତୋଷଙ୍କ ରଚିତ ପ୍ରଥମ ଯାତ୍ରା ନାଟକ ବାଜିବଲୋ ସାହାନାଇ ଶୀର୍ଷକରେ ହିଁ ନିର୍ମିତ ହୋଇଥିଲା, ଯାହାକି ଗୌରୀ ଗଣନାଟ୍ୟଦ୍ୱାରା ପ୍ରଦର୍ଶିତ ହୋଇଥିଲା ।[୮] ୨୦୨୩ ମସିହାର ମାର୍ଚ୍ଚ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି ।[୯]
ଅଭିନୟ
[ସମ୍ପାଦନା]- ଅମ୍ଳାନ ଦାସ[୧୦]
- ଝିଲିକ୍ ଭଟ୍ଟାଚାର୍ଯ୍ୟ
- ସମ୍ବିତ ଆଚାର୍ଯ୍ୟ
- ରାଇମୋହନ[୧୧]
- ପ୍ରତିଭା ପଣ୍ଡା
- ଧରିତ୍ରୀ ଖଣ୍ଡୁଆଳ
- ଆଶୁତୋଷ ମହାପାତ୍ର
- ଜୟୀରାମ ସାମଲ
- ଅଶ୍ରୁମୋଚନ ମହାନ୍ତି
- ମନିଷା ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତାପସ ଦାସ ଓ ଅମୃତାଂଶୁ ପଟ୍ଟନାୟକ ।[୧୨] ଏହି କଥାଚିତ୍ରଟିରେ ହ୍ୟୁମାନ ସାଗର ଓ ବିଭୁ କିଶୋର ପ୍ରମୁଖ ଗୀତ ଗାଇଥିଲେ ।[୧୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ବାଜିବଲୋ ସାହାନାଇ" |
ଆଧାର
[ସମ୍ପାଦନା]- ↑ "ବାଜିବ ଲୋ ସାହାନାଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "୩ରେ 'ବାଜିବଲୋ ସାହାନାଇ'". ନିର୍ଭୟ. 27 February 2023. p. 10. Archived from the original on 21 March 2023. Retrieved 21 March 2023.
- ↑ "ବାପା ସୁପରମ୍ୟାନ୍ ବନାମ ବାଜିବ ଲୋ ସାହାନାଇ". ଧରିତ୍ରୀ. No. ଭୁବନେଶ୍ୱର. 2 March 2023. p. ୧୫. Archived from the original on 20 March 2023. Retrieved 20 March 2023.
- ↑ "ଆଶୁତୋଷଙ୍କ ଆଶା". ସକାଳ. No. ଭୁବନେଶ୍ୱର. 22 January 2023. p. 14. Archived from the original on 24 March 2023. Retrieved 24 March 2023.
- ↑ "ଏହି ଦୁଇ ଓଲିଉଡ ନାୟକଙ୍କ ସହ ରୋମାନସ୍ କରିବେ ଝିଲିକ". Sambad. ଭୁବନେଶ୍ୱର. 27 June 2019. Archived from the original on 21 March 2023. Retrieved 21 March 2023.
- ↑ Bal, Sandip. "Shooting of Bajiba Lo Shahanai at last stage". The Times of India. ISSN 0971-8257. Retrieved 2023-03-21.
- ↑ "ପୁଣି ବାଜିବ ଆଶୁତୋଷଙ୍କ ସାହାନାଇ". ଧରିତ୍ରୀ. 13 June 2019. Archived from the original on 21 March 2023. Retrieved 21 March 2023.
{{cite news}}
:|archive-date=
/|archive-url=
timestamp mismatch; 7 ଫେବୃଆରୀ 2023 suggested (help) - ↑ "ବାଜିବଲୋ ସାହାନାଇ" (in Odia). 20 February 2020. Archived from the original on 21 March 2023. Retrieved 21 March 2023.
{{cite news}}
: CS1 maint: unrecognized language (link) - ↑ "୨୫ ହଲ୍ରେ 'ବାଜିବ ଲୋ ସାହାନାଇ'". Sambad. ଭୁବନେଶ୍ୱର. 3 March 2023. Archived from the original on 21 March 2023. Retrieved 21 March 2023.
- ↑ "ଅମ୍ଳାନଙ୍କ 'ବାଜିବ ଲୋ ସାହାନାଇ'". Prameya News7 (in Odia). ଭୁବନେଶ୍ୱର. 28 August 2020. Archived from the original on 21 March 2023. Retrieved 21 March 2023.
{{cite news}}
: CS1 maint: unrecognized language (link) - ↑ "ବାପା ସୁପରମ୍ୟାନ୍". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "Ollywood Multi-Starrer 'Bajiba Lo Sahanai' To Hit Theatres Soon". Odisha Bytes (in English). Bhubaneswar. 18 April 2021. Archived from the original on 21 March 2023. Retrieved 21 March 2023.
{{cite news}}
: CS1 maint: unrecognized language (link) - ↑ Dash, Jitendra (12 January 2023). "ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ବାଜିବ ଲୋ ସାହାନାଇର ଅଡିଓ". Argus News (in Odia). Archived from the original on 21 March 2023. Retrieved 21 March 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଜିବଲୋ ସାହାନାଇ