ଅରଣ୍ୟ ରୋଦନ

ଉଇକିପିଡ଼ିଆ‌ରୁ
(Aranya Rodanaରୁ ଲେଉଟି ଆସିଛି)
ଅରଣ୍ୟ ରୋଦନ
ନିର୍ଦ୍ଦେଶକବିପ୍ଳବ ରାୟଚୌଧୁରୀ[୧]
ପ୍ରଯୋଜକପ୍ରସନ୍ନ ପୃଷ୍ଟି
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିପ୍ଳବ ରାୟଚୌଧୁରୀ
କାହାଣୀସାତକଡ଼ି ହୋତା
କଳାକାରପ୍ରିୟମ୍ବଦା ରାୟ
ରାଈଚରଣ ଦାସ
ଶରତ ପୂଜାରୀ
ମ. ରାମଦାସ
ଲ‌ଲାଟେନ୍ଦୁ ରଥ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକବିପ୍ଳବ ରାୟ ଚୌଧୁରୀ
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ଅରଣ୍ୟ ରୋଦନ, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରସନ୍ନ ପୃଷ୍ଟି ।[୩] ସାତକଡ଼ି ହୋତା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ବିଜୟ ମିଶ୍ର କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିପ୍ଳବ ରାୟଚୌଧୁରୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ଏହି ଚଳଚ୍ଚିତ୍ରଟି ଚଳଚ୍ଚିତ୍ର ଉନ୍ନୟନ ନିଗମର ଆର୍ଥିକ ସ‌ହାୟତାରେ ନିର୍ମାଣ କରାଯାଇଥିଲା ।[୫][୬]

ପ୍ରିୟମ୍ବଦା ରାୟ, ରାଈଚରଣ ଦାସ, ଶରତ ପୂଜାରୀ, ମ. ରାମଦାସ, ଲ‌ଲାଟେନ୍ଦୁ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଜମିଦାରମାନଙ୍କର ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଏବଂ ସାମୁହିକ ହତ୍ୟାଉପରେ ପର୍ଯ୍ୟବସିତ ଥିଲା ।[୭]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର । ଗୀତିକାର ଲକ୍ଷ୍ମଣ ମାରାଣ୍ଡି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାର[ସମ୍ପାଦନା]

  1. John W. Hood (1 January 2000). The Essential Mystery: The Major Filmmakers of Indian Art Cinema. Orient BlackSwan. ISBN 978-81-250-1870-4.
  2. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 822–. ISBN 978-1-136-77291-7.
  3. National Film Festival. Directorate of Film Festivals, Ministry of Information and Broadcasting, Government of India. 1994.
  4. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 3–. ISBN 978-1-135-94325-7.
  5. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  6. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  7. Yves Thoraval (1 February 2000). The cinemas of India. Macmillan India. ISBN 978-0-333-93410-4.

ବାହାର ଆଧାର[ସମ୍ପାଦନା]