ଅପ୍ରେଲ
ଦେଖଣା
(Aprilରୁ ଲେଉଟି ଆସିଛି)
<< | ଅପ୍ରେଲ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ||||
୨୦୨୪ |
ଅପ୍ରେଲ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଚତୁର୍ଥ ମାସ । ଲାଟିନ୍ ଶବ୍ଦ ଏପ୍ରିଲିସ୍ରୁ ଅପ୍ରେଲ ମାସର ନାମକରଣ କରାଯାଇଛି ।[୧]
ପାଳିତ ଦିବସ
[ସମ୍ପାଦନା]- ଉତ୍କଳ ଦିବସ (ଅପ୍ରେଲ ୧ )
- ବିଶ୍ୱ ସ୍ୱାସ୍ଥ୍ୟ ଦିବସ (ଅପ୍ରେଲ ୭)
- ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ (ଏପ୍ରିଲ ୧୧)
ଜୟନ୍ତୀ
[ସମ୍ପାଦନା]ଏହି ମାସରେ ଜନ୍ମଗ୍ରହଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:
- ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା (ଜ: ୧ ଅପ୍ରେଲ ୧୮୯୧)
- କବିଶେଖର ଚିନ୍ତାମଣି ମହାନ୍ତି (ଜନ୍ମ: ୩ ଅପ୍ରେଲ୧୮୬୭)
- ଗିରିଧର ଗମାଙ୍ଗ (ଜନ୍ମ: ୮ ଅପ୍ରେଲ ୧୯୪୩)
- ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ (୧୫ ଅପ୍ରେଲ ୧୯୭୭)
- ଗୋପୀନାଥ ମହାନ୍ତି (ଜନ୍ମ: ୨୦ ଅପ୍ରେଲ ୧୯୧୪)
- କବି ବାଞ୍ଛାନିଧି ମହାନ୍ତି (ଜନ୍ମ: ୨୦ ଅପ୍ରେଲ ୧୮୯୭)
- କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (ଜନ୍ମ: ୨୬ ଅପ୍ରେଲ ୧୮୯୨)
- ମଧୁସୂଦନ ଦାସ (ଜନ୍ମ: ୨୮ ଅପ୍ରେଲ ୧୮୪୮)
ଅନ୍ୟାନ୍ୟ
[ସମ୍ପାଦନା]- ରବି ଶଙ୍କର (ସୀତାର ବାଦକ ଓ ସଙ୍ଗୀତଜ୍ଞ) ( ୭ ଅପ୍ରେଲ ୧୯୨୦)
- ଚାର୍ଲି ଚାପଲିନ୍ (ଅଭିନେତା) (୧୬ ଅପ୍ରେଲ ୧୮୮୯)
- ଲିଓନାର୍ଡୋ ଦା ଭିନ୍ସି (୧୫ ଅପ୍ରେଲ ୧୪୫୨)
- ଯୋଶେଫ୍ ପୁଲିତଜ଼େର୍ (ପୁଲିତଜ଼େର୍ ପୁରସ୍କାର ପ୍ରତିଷ୍ଠାତା) (୧୦ ଅପ୍ରେଲ୧୮୪୭)
- ୱିଲଭର ରାଇଟ୍(ରାଇଟ୍ ଭ୍ରାତୃଦ୍ୱୟ)(୧୬ ଅପ୍ରେଲ ୧୮୬୭)
- ସଚିନ ତେନ୍ଦୁଲକର (୨୪ ଅପ୍ରେଲ ୧୯୭୩)
- ଆନ୍ଦ୍ରେ ଆଗାସୀ (ଟେନିସ୍ ଖେଳାଳୀ) (୨୯ ଅପ୍ରେଲ ୧୯୭୦)
- ମାରିଆ ସରପୋଭା (ଟେନିସ୍ ଖେଳାଳୀ) (୧୯ଅପ୍ରେଲ୧୯୮୭)
ଶ୍ରାଦ୍ଧ
[ସମ୍ପାଦନା]ଏହି ମାସରେ ମୃତ୍ୟୁବରଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:
- ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର (ଦେହାନ୍ତ: ୭ ଅପ୍ରେଲ ୨୦୦୪)
- ବିଜୁ ପଟ୍ଟନାୟକ (ଦେହାନ୍ତ: ୧୭ ଅପ୍ରେଲ ୧୯୯୭)
- କବି ବାଞ୍ଛାନିଧି ମହାନ୍ତି (ଦେହାନ୍ତ: ୧୯ ଅପ୍ରେଲ ୧୯୩୮)
- କବିବର ରାଧାନାଥ ରାୟ (ଦେହାନ୍ତ: ୨୭ ଅପ୍ରେଲ ୧୯୦୮)
- ଜାତୀୟ କବି ବୀରକିଶୋର ଦାସ (ଦେହାନ୍ତ: ୨୮ ଅପ୍ରେଲ ୧୯୭୩)
ଆଧାର
[ସମ୍ପାଦନା]- ↑ "ବାରମାସ ନାମର ରହସ୍ୟ". Dharitri. 14.05.2017. Retrieved 23 May 2017.
{{cite news}}
: Check date values in:|date=
(help)
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |