ଆଶ୍ୱିନ

ଉଇକିପିଡ଼ିଆ‌ରୁ

ଅଶ୍ୱିନି ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଆଶ୍ୱିନ ବା ଅଶିଣ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଭାଦ୍ରବ ଓ ପରବର୍ତ୍ତୀ ମାସ କାର୍ତ୍ତିକ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଷଷ୍ଠ ଚାନ୍ଦ୍ରମାନ ମାସ। ଏହା ଓ ଏହାର ପୂର୍ବବର୍ତ୍ତୀ ମାସ ଶରତ ଋତୁ।

ପର୍ବପର୍ବାଣି[ସମ୍ପାଦନା]

ଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃ ପକ୍ଷ ଏବଂ ପରବର୍ତ୍ତୀ ପକ୍ଷ ଦେବୀ ପକ୍ଷ ଭାବେ ପାଳନ କରାଯାଏ ।[୧] ଏହି ମାସରେ ପାଳିତ ଅନ୍ୟ ପର୍ବ ପର୍ବାଣି ହେଉଛି:

ଆଧାର[ସମ୍ପାଦନା]

  1. "ଦେବୀ ପକ୍ଷ". Sambad. 16 October 2015. Retrieved 16 October 2015.