ସମଥିଙ୍ଗ୍ ସମଥିଙ୍ଗ୍

ଉଇକିପିଡ଼ିଆ‌ରୁ
ସମଥିଙ୍ଗ୍ ସମଥିଙ୍ଗ୍
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକଅନୁଭବ ମହାନ୍ତି, ଅନୁପ୍ରାଶ ମହାନ୍ତି
ସଂଳାପ(ସଂଳାପ): ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟରଣଜିତ ପଟ୍ଟନାୟକ
କାହାଣୀଅନୁଭବ ମହାନ୍ତି
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ବୁଦ୍ଧାଦିତ୍ୟ ମହାନ୍ତି, ହରି, ରତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣକେ. ଭି. ରମନ୍ନା
ମୁକ୍ତିଲାଭ ତାରିଖ
୮ ଜାନୁଆରୀ ୨୦୧୨
ଦେଶ ଭାରତ
ଭାଷାଓଡ଼ିଆ

ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସମଥିଙ୍ଗ୍ ସମଥିଙ୍ଗ୍ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ସମଥିଙ୍ଗ୍ ସମଥିଙ୍ଗ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୧]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[୩][ସମ୍ପାଦନା]

  1. ଆଖି ସାଥେ ଆଖି ଯେବେ ମିଶିଜାଏରେ (ଇରା ମହାନ୍ତି, ଉଦିତ ନାରାୟଣ)
  2. ତୁ ଥିଲେ ସାଥିରେ (ଇରା ମହାନ୍ତି, ଉଦିତ ନାରାୟଣ)
  3. ଛୋଟ ଛୋଟ ରାତି (ଇରା ମହାନ୍ତି)
  4. ଫଗୁଣ ଫରୁଆ ଫିକା (ଉଦିତ ନାରାୟଣ)
  5. କେମିତି ଲାଗୁଛି ମିଠା (ଇରା ମହାନ୍ତି, ଉଦିତ ନାରାୟଣ)
  6. କୁକୁଡୁ କୁକୁଡୁକୁ (ଇରା ମହାନ୍ତି, ଉଦିତ ନାରାୟଣ)
  7. ସମଥିଙ୍ଗ୍ ସମଥିଙ୍ଗ୍ (ଇରା ମହାନ୍ତି)

ଟୀକା[ସମ୍ପାଦନା]

  1. incredibleorissa.com
  2. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
  3. "orissaspider.com: Something Something: An Upcoming Odia Movie". Archived from the original on 2012-01-20. Retrieved 2012-01-13.

ବାହାର ଆଧାର[ସମ୍ପାଦନା]