ସନ୍ଧ୍ୟା ତାରା
ଦେଖଣା
| ସନ୍ଧ୍ୟା ତାରା | |
|---|---|
| ନିର୍ଦ୍ଦେଶକ | ଗୋପାଳ ଘୋଷ |
| କାହାଣୀ | ଚିନ୍ତାମଣି ଜେନା |
| କଳାକାର | ସାମୁଏଲ ସାହୁ ସୁଜାତା ଆନନ୍ଦ ନିହାରିକା ସାହୁ ଅଜିତ ଦାସ |
| ସଙ୍ଗୀତ | ବାସୁଦେବ ରଥ |
ମୁକ୍ତିଲାଭ ତାରିଖ | ୧୯୭୭ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | ୧୦,୨୫,୦୦୦ |
ସନ୍ଧ୍ୟା ତାରା, ୧୯୭୭ ମସିହାର ଏକ ଓଡ଼ିଆ କଥାଚିତ୍ର । ଜଣାଶୁଣା ନାଟ୍ୟକାର ଚିନ୍ତାମଣି ଜେନା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଗୋପାଳ ଘୋଷ । ସଙ୍ଗୀତକାର ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।[୨]
ବାବି, ସୁଜାତା ଆନନ୍ଦ, ନିହାରିକା, ଅଜିତ ଦାସ, ହେମନ୍ତ ଦାସ, ଜୟା ବି. ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସାମୁଏଲ ସାହୁ (ବାବି)
- ସୁଜାତା ଆନନ୍ଦ
- ନିହାରିକା ସାହୁ
- ଅଜିତ ଦାସ[୩]
- ହେମନ୍ତ ଦାସ
- ଜୟା ବି
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଗୀତିକାର ଶିବବ୍ରତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଆଶା ଭୋସଲେ, ମହେନ୍ଦ୍ର କପୁର, ଅମିତ କୁମାର, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ଝରୁଛି ଏଇ ରାତି" | |
| 2. | "ମୋତେ ଯିଏ ଯାହା କହୁ" | |
| 3. | "ମୁଁ ଯାଇଚି" | |
| 4. | "ଆହା ନାଚେରା" |
ଆଧାର
[ସମ୍ପାଦନା]- ↑ "Playwright Chintamani Jena no more | Sambad English". Sambad English (in English). Bhubaneswar: sambadenglish.com. 4 July 2017. Archived from the original on 15 September 2020. Retrieved 15 September 2020.
{{cite news}}: CS1 maint: unrecognized language (link) - ↑ "Ollywood's Tansen Unplugged". Mycitylinks (in English). Bhubaneswar. 24 November 2017. Archived from the original on 15 September 2020. Retrieved 15 September 2020.
{{cite news}}: CS1 maint: unrecognized language (link) - ↑ "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସନ୍ଧ୍ୟା ତାରା