ଶ୍ରଦ୍ଧାଞ୍ଜଳି କାନୁନଗୋ

ଉଇକିପିଡ଼ିଆ‌ରୁ
(Shradhanjali Kanungoରୁ ଲେଉଟି ଆସିଛି)
ଶ୍ରଦ୍ଧାଞ୍ଜଳି କାନୁନଗୋ
ଜନ୍ମ (1963-04-19) ୧୯ ଅପ୍ରେଲ ୧୯୬୩ (ବୟସ ୬୦)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮

ଶ୍ରଦ୍ଧାଞ୍ଜଳି କାନୁନଗୋ (ଜନ୍ମ: ୩୦ ଅପ୍ରେଲ ୧୯୬୩ ) ଜଣେ ଓଡ଼ିଆ ସାହିତ୍ୟିକା ।[୧] ୨୦୧୮ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ନବ କୁମାର ବସୁଙ୍କ ବଙ୍ଗଳା ପୁସ୍ତକ ଶ୍ରୀମୟୀ ମାକୁ ଓଡ଼ିଆରେ ଅନୁବାଦ କରି ସେ ଏହି ପୁରସ୍କାର ପାଇଥିଲେ ।[୨]

ରଚନାବଳୀ[ସମ୍ପାଦନା]

  • ଶ୍ରୀମୟୀ ମା - ୨୦୧୮ (ଆମେ ଓଡ଼ିଶା ପ୍ରକାଶନ)[୩]
  • ରାତି ଶେଷରେ ପ୍ରିୟ ସଖା - ୧୯୯୯ ( ପ୍ରାଚୀ ଲେଖକ ସମବାୟ ସମିତୀ, କଟକ)
  • ନୀଳନଦୀର ମାୟା - ୨୦୧୦ (ପକ୍ଷୀଘର ପ୍ରକାଶନ)[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮[୫]

ଆଧାର[ସମ୍ପାଦନା]

  1. "INTERNATIONAL TRANSLATION DAY" (PDF). www.odishapostepaper.com/. Odisha Post. Archived from the original (PDF) on 21 September 2021. Retrieved 21 September 2021.
  2. "ଶ୍ରଦ୍ଧାଞ୍ଜଳିଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ସାହିତ୍ୟ ପୁରସ୍କାର". www.samajalive.in. ସମାଜ. Archived from the original on 21 September 2021. Retrieved 21 September 2021.
  3. "Home » Literature » Sahitya Akademi Translation Prize 2018 announced: odia Book Srimayee Maa selected for award Sahitya Akademi Translation Prize 2018 announced: odia Book Srimayee Maa selected for award". odishanewstimes.com. odisha news times. Archived from the original on 21 September 2021. Retrieved 21 September 2021.
  4. "National Library of India Online Catalogue". nationallibrary.gov.in/. National Library of India. Archived from the original on 18 September 2021. Retrieved 21 September 2021.
  5. "AKADEMI TRANSLATION PRIZES (1989-2018)". sahitya-akademi.gov.in/. sahitya akademi. Archived from the original on 21 September 2021. Retrieved 21 September 2021.