ନାଗାଲ୍ୟାଣ୍ଡ

Coordinates: 25°40′N 94°07′E / 25.67°N 94.12°E / 25.67; 94.12
ଉଇକିପିଡ଼ିଆ‌ରୁ
(ନାଗାଲାଣ୍ଡରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନାଗାଲ୍ୟାଣ୍ଡ
ଉପର ଆଡୁ: କୋହିମାକୁ ରାସ୍ତା, କାପାମୋଦ୍ଜୁ ଶିଖର, ଫେକ୍ ଜିଲ୍ଲା, ଧନେଶ ପର୍ବ
Motto(s): 

ଏକତା
Location of  ନାଗାଲ୍ୟାଣ୍ଡ  (red) in ଭାରତ  (dark grey)
Location of  ନାଗାଲ୍ୟାଣ୍ଡ  (red)

in ଭାରତ  (dark grey)

Coordinates (କୋହିମା): 25°40′N 94°07′E / 25.67°N 94.12°E / 25.67; 94.12
ଦେଶ India
ଗଠନ୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସ
ରାଜଧାନୀକୋହିମା
ବୃହତ୍ତମ ସହରଦିମାପୁର
ଜିଲ୍ଲା୧୨
Government
 • ରାଜ୍ଯପାଳଆର୍. ଏନ୍. ରଭି[୧]
 • ମୁଖ୍ଯମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀନେଇଫିଉ ରିଓ (ରପ୍ରପ୍ରଦ)[୨] and ୟାନ୍ଥୁଙ୍ଗୋ ପାତ୍ତୋନ (ଭାଜପା)[୩]
 • ବିଧାୟିକାଏକସଦନୀୟ (୬୦ ଆସନ)
 • ସଂସଦୀୟ ନିର୍ବାଚନ ମଣ୍ଡଳୀରାଜ୍ୟ ସଭା
ଲୋକ ସଭା
 • ଉଚ୍ଚ ନ୍ୟାୟାଳୟଗୁଆହାଟି ଉଚ୍ଚ ନ୍ୟାୟାଳୟ - କୋହିମା ଖଣ୍ଡପୀଠ
Area
 • ସମୁଦାୟ16,579 km2 (6,401 sq mi)
 • Rank୨୬ତମ
Highest elevation3,826 m (12,552 ft)
Population
 (୨୦୧୧)
 • Total୧୯୮୦୬୦୨
 • Rank୨୫ତମ
 • Density119/km2 (310/sq mi)
Time zoneUTC+୦୫:୩୦ (ଭାମାସ)
ପିନ୍
୭୯୭୦୦୧ - ୭୯୮୬୨୭[୫]
ISO 3166 codeIN-NL
ମାବିସୂIncrease 0.676 (medium)
ମାବିସୂ କ୍ରମ୨୦ତମ (୨୦୧୭)
ସାକ୍ଷରତା୮୦.୧୧% (୧୫ତମ)
ଆଧିକାରିକ ଭାଷାଇଂରାଜୀ[୬]
Websitenagaland.gov.in/
Symbols of ନାଗାଲାଣ୍ଡ
Emblem
ଫାଇଲ:Seal of Nagaland.svg
ନାଗାଲାଣ୍ଡର ମୋହର
Motto
ଏକତା
Mammal
ମିଥୁନ
ପକ୍ଷୀ
ବ୍ଲିଥୀର ଟ୍ରାଗୋପାନ (ଟ୍ରାଗୋପାନ ବ୍ଲିଥୀ)
ମତ୍ସ୍ଯନିଓଲିସୋଚିଲସ ହେକ୍ସାଗୋନୋଲେପିସ[୭]
ପୁଷ୍ପ
ରୋଡୋଡେଣ୍ଡ୍ରନ
ବୃକ୍ଷ
ଆଲ୍ଡର
^† ନାଗାଲାଣ୍ଡ ରାଜ୍ୟ ଅଧିନିୟମ, ୧୯୬୨, ଅଧିନରେ ଆସାମ ରାଜ୍ୟର ବିଭାଜନଦ୍ୱାରା ଏହି ରାଜ୍ୟର ସ୍ଥାପନ କରାଯାଇଥିଲା ।

ନାଗାଲାଣ୍ଡ, ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ୟ । ଏହାର ଉତ୍ତରରେ ଅରୁଣାଚଳ ପ୍ରଦେଶ, ପଶ୍ଚିମରେ ଆସାମ, ଦକ୍ଷିଣରେ ମଣିପୁର ଏବଂ ପୂର୍ବରେ ମିଆଁମାରର ସାଗାଇଂ ଅଞ୍ଚଳ ଅବସ୍ଥିତ । ନାଗାଲାଣ୍ଡର ରାଜଧାନୀ କୋହିମା ଏବଂ୦ଟ ଏହାର ବୃହତ୍ତମ ସହର ଦିମାପୁର । ଏହାର କ୍ଷେତ୍ରଫଳ ୧୬,୫୭୯ ବର୍ଗ କିମି ଏବଂ ଜନସଂଖ୍ୟା ୧୯,୮୦,୬୦୨ (୨୦୧୧ ଜନଗଣନା, ଭାରତ ଅନୁସାରେ) ।[୮]

୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସରେ ନାଗାଲାଣ୍ଡ, ଭାରତର ୧୬ତମ ରାଜ୍ଯରେ ପରିଣତ ହେଲା । ୧୯୫୦ ମସିହାରୁ ରାଜ୍ୟରେ ବିଦ୍ରୋହ ଏବଂ ଅନ୍ତର୍ଜାତୀୟ କଳହ ଦେଖାଦେଇଛି । ହିଂସା ଓ ଅସୁରକ୍ଷାର ବାତାବରଣ ନାଗାଲାଣ୍ଡର ଅର୍ଥନୀତିର ବିକାଶରେ ବାଧା ଉତ୍ପନ୍ନ କରିଛି ।[୯][୧୦]

ରାଜ୍ଯ ଅର୍ଥନୀତିର ୭୦ ଭାଗ କୃଷିକାର୍ଯ୍ୟ ଉପରେ ପରିବେଷ୍ଟିତ । ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ହେଲା - ବାନିକୀ, ପର୍ଯ୍ୟଟନ, ବୀମା, ଅଚଳ ସମ୍ପତ୍ତି ଏବଂ ବିବିଧ କୁଟୀର ଶୀଳ୍ପ

ଇତିହାସ[ସମ୍ପାଦନା]

ପ୍ରାଚୀନତା[ସମ୍ପାଦନା]

୧୮୭୫ରେ ଏକ ଆଙ୍ଗାମୀ ନାଗା ଆଦିବାସୀର ଚିତ୍ର ।

ନାଗାମାନଙ୍କର ପ୍ରଚୀନ ଇତିହାସ ସ୍ପଷ୍ଟରୂପେ ମିଳିପାରି ନାହିଁ । ବିଭିନ୍ନ ଜାତିଗୁଡ଼ିକ ବିଭିନ୍ନ ସମୟରେ ଉତ୍ତରପୂର୍ବ ଭାରତକୁ ପ୍ରବ୍ରଜନ କରି ନିଜ ନିଜର ସ୍ୱତନ୍ତ୍ର ପର୍ବତ, ଗ୍ରାମ ଅଧିକାର ସ୍ଥାପନ କଲେ । ତାଙ୍କର ଉତ୍ପତ୍ତିର କୌଣସି ଠୋସ ପ୍ରମାଣ ନାହିଁ । ସେମାନେ ହୁଏତ ଉତ୍ତରୀୟ ମଙ୍ଗୋଲିଆ ଅଞ୍ଚଳ କିମ୍ବା ଦକ୍ଷିଣପୂର୍ବ ଏସିଆ କିମ୍ବା ଦକ୍ଷିଣପଶ୍ଚିମ ଚୀନଠାରୁ ଆସିଥାଇପାରନ୍ତି । କିନ୍ତୁ ତାଙ୍କର ମୂଳ, ପୂର୍ବ ଭାରତରେ ଥାଇପାରେ ବୋଲି କେତେକ ସୂଚନା ମିଳିଛି । ଐତିହାସିକ ତଥ୍ୟାନୁସାରେ, ବର୍ତ୍ତମାନର ନାଗାମାନେ ୧୨୨୮ ଖ୍ରୀଷ୍ଟାବ୍ଦରେ ଆହମୀଆମାନଙ୍କ ଆଗମନର ବହୁପୂର୍ବରୁ ଆସିସାରିଥିଲେ ।[୯][୧୧]

ଭୂଗୋଳ[ସମ୍ପାଦନା]

ପାଂଗ୍ତି ଓ ଦୋୟାଂ ଦାମ୍ ଅଞ୍ଚଳ ପାଖର ଜଙ୍ଗଲ

ନାଗାଲାଣ୍ଡ ଏକ ପାର୍ବତ୍ୟାଞ୍ଚଳ । ନାଗା ପାହାଡ଼ମାନ ଆସାମର ବ୍ରହ୍ମପୂତ୍ର ଉପତ୍ୟକାରୁ ୨୦୦୦ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚ ଅଟନ୍ତି ଏବଂ ଦକ୍ଷିଣପୂର୍ବ ଆଡକୁ ଆହୁରି ୬୦୦୦ ଫୁଟ୍ ଅଧିକ ଉଚ୍ଚ ଥାଇପାରନ୍ତି । ସରମତି ପର୍ବତ, ୧୨,୬୦୨ ଫୁଟ୍ ସହ ରାଜ୍ଯର ଉଚ୍ଚତମ ପର୍ବତଶୃଙ୍ଗ ; ଏହିଠାରେ ନାଗା ପାହାଡ଼ମାନ ପାତ୍କାଇ ପର୍ବତମାଳା ସହ ମିଶିଛି ଏବଂ ମିଆଁମାର ସହ ସୀମା ନିର୍ଦ୍ଧାରଣ କରୁଅଛି ।[୧୨]

ଭାଷା ଓ ସାହିତ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Singh, Vijaita (22 July 2019). "Naga issue: posting of interlocutor as Nagaland Governor unlikely to affect peace talks". The Hindu (in Indian English). Retrieved 23 July 2019.
  2. "Neiphiu Rio sworn in as Nagaland Chief Minister, becomes 1st Nagaland leader to take oath outside Raj Bhavan". The New Indian Express. 8 March 2018. Archived from the original on 8 March 2018. Retrieved 8 March 2018.
  3. "BJP to get deputy CM post in Nagaland". Times of India. 6 March 2018. Archived from the original on 6 March 2018. Retrieved 6 March 2018.
  4. "Mt. Saramati". kiphire.nic.in. Retrieved 13 August 2019.
  5. Department of Posts, Ministry of Communications, Government of India (16 March 2017). "Village/Locality based Pin mapping as on 16th March 2017". data.gov.in. Archived from the original on 11 April 2019. Retrieved 24 June 2018.{{cite web}}: CS1 maint: multiple names: authors list (link)
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; langoff ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. "State Fishes of India" (PDF). National Fisheries Development Board, Government of India. Retrieved 25 December 2020.
  8. Census of India 2011 Archived 7 February 2013 at the Wayback Machine. Govt of India
  9. ୯.୦ ୯.୧ Charles Chasie (2005), Nagaland in Transition Archived 1 May 2016 at the Wayback Machine., India International Centre Quarterly, Vol. 32, No. 2/3, Where the Sun Rises When Shadows Fall: The North-east (Monsoon-Winter 2005), pp. 253-264
  10. Charles Chasie, Nagaland Archived 19 February 2014 at the Wayback Machine., Institute of Developing Economies (2008)
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; undp ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. "Geography of Nagaland". Archived from the original on 28 October 2014. Retrieved 1 November 2014.

ଅଧିକ ତଥ୍ୟ[ସମ୍ପାଦନା]