Jump to content

ଅରୁଣାଚଳ ପ୍ରଦେଶ

ଉଇକିପିଡ଼ିଆ‌ରୁ
ଅରୁଣାଚଳ ପ୍ରଦେଶ
Arunachal Pradesh
ନୂରାନଙ୍ଗ ଜଳପ୍ରପାତ, ଅରୁଣାଚଳ ପ୍ରଦେଶ
ନୂରାନଙ୍ଗ ଜଳପ୍ରପାତ, ଅରୁଣାଚଳ ପ୍ରଦେଶ
ଭାରତରେ ଅରୁଣାଚଳ ପ୍ରଦେଶର ଅବସ୍ଥାନ
ଭାରତରେ ଅରୁଣାଚଳ ପ୍ରଦେଶର ଅବସ୍ଥାନ
ଅରୁଣାଚଳ ପ୍ରଦେଶର ମାନଚିତ୍ର
ଅରୁଣାଚଳ ପ୍ରଦେଶର ମାନଚିତ୍ର
ଦେଶ ଭାରତ
ଅଞ୍ଚଳଉତ୍ତରପୂର୍ବ ଭାରତ
ସ୍ଥାପନ୨୦ ଫେବୃଆରୀ ୧୯୮୭
ରାଜଧାନୀଇଟାନଗର
ସର୍ବବୃହତ ସହରଇଟାନଗର
ଜିଲ୍ଲା୨୦
Government
  Bodyଅରୁଣାଚଳ ପ୍ରଦେଶ ସରକାର
  ରାଜ୍ୟପାଳଜ୍ୟୋତି ପ୍ରସାଦ ରାଜଖୋୱା
  ମୁଖ୍ୟମନ୍ତ୍ରୀପେମା ଖାଣ୍ଡୁ []
  ଏକ ନ୍ୟାୟପାଳିକାଏକ ନ୍ୟାୟପାଳିକା (୬୦ ଆସନ)
  ସଂସଦୀୟ ନିର୍ବାଚନ ମଣ୍ଡଳୀରାଜ୍ୟ ସଭା
ଲୋକ ସଭା
  ଉଚ୍ଚ ନ୍ୟାୟାଳୟଗୌହାଟୀ ଉଚ୍ଚ ନ୍ୟାୟାଳୟ
Area
  ସମୁଦାୟ83,743 km2 (32,333 sq mi)
  Rankପଞ୍ଚଦଶ (୧୫ଶ)
Population
 (୨୦୧୧)
  Total୧୩,୮୨,୬୧୧
  Rank୨୭ତମ
  Density17/km2 (43/sq mi)
Time zoneUTC+୦୫.୩୦ (IST)
ISO 3166 codeIN-AR
HDIIncrease 0.617 (medium)
HDI କ୍ରମାଙ୍କ୧୮ଶ (୨୦୦୫)
ସାକ୍ଷରତା66.95%
Websitearunachalpradesh.nic.in

ଅରୁଣାଚଳ ପ୍ରଦେଶ, (ଅରୁଣ ବା ସକାଳର କିରଣଦ୍ୱାରା ପ୍ରକାଶିତ ପର୍ବତର ଦେଶ), ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ଯ ଅଟେ । ଏହାର ଦକ୍ଷିଣ ଦିଗରେ ଆସାମନାଗାଲାଣ୍ଡ ଅବସ୍ଥିତ । ଏହା ପଶ୍ଚିମରେ ଭୂଟାନ ଏବଂ ପୂର୍ବରେ ବ୍ରହ୍ମଦେଶ ସହ ଅନ୍ତର୍ରାଷ୍ଟ୍ରୀୟ ସୀମା ବଣ୍ଟନ କରିଛି, ଏବଂ ଉତ୍ତରରେ ଚୀନ ସହ ମ୍ୟାକମୋହନ ରେଖାଦ୍ୱାରା ଏକ ବିବାଦିତ ସୀମା ନିର୍ଦ୍ଧାରଣ କରୁଅଛି । ଏହା ଚୀନର ତିବ୍ବତ ସହ ୧୧୨୯ କିମିର ଏକ ସୀମା ନିର୍ଦ୍ଧାରଣ କରୁଅଛି ।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ପ୍ରାକ୍-ଇତିହାସ

[ସମ୍ପାଦନା]

ଅରୁଣାଚଳ ପ୍ରଦେଶର ରହୁଥିବା ପ୍ରାୟ ୧.୫ ନିୟୁତ ଲୋକ ତାନି ଜାତିର ପାଞ୍ଚ କୁଳ (ନ୍ୟିଶୀ, ଆଦୀ, ଗାଲୋ, ଆପାତାନୀ ଓ ତାଗୀନ)ର ସଦସ୍ଯ ଅଟନ୍ତି । ଏମାନଙ୍କୁ ଆବୋତାନିମାନଙ୍କର ବଂଶଜ ବୋଲି ବିବେଚିତ କରାଯାଇଛି । ତାନିମାନେ ତିବ୍ବତକୁ ମାଂସ ଓ ତୁଳା ବଦଳରେ ଖଡ୍ଗ ଓ ଅନ୍ୟାନ୍ୟ ଧାତବ ପଦାର୍ଥ ରପ୍ତାନୀ କରୁଥିଲେ । ତେଣୁ ତିବ୍ବତର ପ୍ରାଚୀନ ପାଠାଗାରଗୁଡ଼ିକରେ ଏମାନଙ୍କ ବର୍ଣ୍ଣନା ରହିଛି । ତିବ୍ବତୀୟମାନେ ଏମାନଙ୍କୁ ଲୋଭା ବୋଲି କହୁଥିଲେ; ଲୋ ଅର୍ଥାତ୍ ଦକ୍ଷିଣ ଏବଂ ଭା ଅର୍ଥାତ୍ ଲୋକ । ଏମାନଙ୍କ ଛଡା ଅନ୍ୟାନ୍ୟ ତିବ୍ବତ-ବ୍ରହ୍ମୀୟ ଗୋଷ୍ଠୀମାନ ଏହି ରାଜ୍ଯର କେତେକ ଅଞ୍ଚଳରେ ରହୁଛନ୍ତି, ଯଥା - ମିଶ୍ମିସ, ଚୁଟିଆ, ନୋକ୍ତେ, ତାଙ୍ଗ୍ସା ତଥା ୱାଞ୍ଚୋ ଇତ୍ୟାଦି ।

ପ୍ରଶାସନ

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]