Jump to content

କେରଳ

ଉଇକିପିଡ଼ିଆ‌ରୁ
କେରଳ
കേരളം
ଭାରତରେ କେରଳର ଅବସ୍ଥାନ
ଭାରତରେ କେରଳର ଅବସ୍ଥାନ
କେରଳର ମାନଚିତ୍ର
କେରଳର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧ ନଭେମ୍ବର ୧୯୫୬
ରାଜଧାନୀଥିରୁଅନନ୍ତପୁରମ
ବୃହତ୍ତମ ନଗରଥିରୁଅନନ୍ତପୁରମ
ଜିଲ୍ଲା ସଂଖ୍ୟା୧୪
Government
  ରାଜ୍ୟପାଳରାଜେନ୍ଦ୍ର ଆର୍ଲେକର
  ମୁଖ୍ୟମନ୍ତ୍ରୀପିନାରାଇ ବିଜୟନ
  ନ୍ୟାୟପାଳିକାଏକ ନ୍ୟାୟପାଳିକା (୧୪୧ ଆସନ)
Area
  ସମୁଦାୟ38,863 km2 (15,005 sq mi)
  Rankଷୋଡଶ (୧୬ଶ)
Population
 (୨୦୧୧)
  Total୩୩୩୮୭୬୭୭
  Rankଦ୍ୱାଦଶ (୧୨ଶ)
  Density860/km2 (2,200/sq mi)
Time zoneUTC+୦୫:୩୦ (IST)
ISO 3166 codeIN-KL
HDIIncrease ୦.୮୧୪ (ଅଧିକ)
HDI କ୍ରମାଙ୍କପ୍ରଥମ (୨୦୦୫)
ସାକ୍ଷରତା୯୯%
ସରକାରୀ ଭାଷାମାଲାୟାଲାମ
Websitekerala.gov.in

କେରଳ ( ମାଲାୟଲମ : കേരളം, ଇଂରାଜୀ : Malayalam ) ଭାରତର ମାଲବାର କୂଳରେ ଥିବା ଏକ ରାଜ୍ୟ । ଏହା ୦୧ ନଭେମ୍ବର ୧୯୫୬ ମସିହାରେ States Reorganisation Act ଅନୁସାରେ ଗଠିତ ହୋଇଥିଲା , ଯେଉଁଥିରେ ଦେଶର ସମସ୍ତ ମାଲୟାଲମ ଭାଷାଭାଷୀ ( മലയാളം, मलयाळम् ) ଅଞ୍ଚଳଗୁଡ଼ିକୁ ଏକତ୍ର କରି ଗୋଟିଏ ରାଜ୍ୟ ତିଆରି କରାଯାଇଥିଲା । ୩୮,୮୬୩ ବର୍ଗ କିଲୋମିଟର (୧୫,୦୦୫ ବର୍ଗ ମାଇଲ୍ ) ଅଞ୍ଚଳ ପରିବ୍ୟାପ୍ତ ହୋଇଥିବା କେରଳ ଉତ୍ତର ଓ ଉତ୍ତର-ପୂର୍ବରେ କର୍ଣ୍ଣାଟକ, ପୂର୍ବ ଓ ଦକ୍ଷିଣରେ ତାମିଲନାଡୁ ଏବଂ ପଶ୍ଚିମରେ ଲାକ୍ଷାଦ୍ଵୀପ ସାଗର ଦ୍ବାରା ସୀମାବଦ୍ଧ । ୨୦୧୧ ମସିହାର ସର୍ବେକ୍ଷଣ ଅନୁସାରେ ୩୩ ମିଲିୟନ୍ (୩.୩ କୋଟି) ଜନସଂଖ୍ୟା ସହିତ, କେରଳ ଭାରତର ୧୩ତମ ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ । ଏହାକୁ ୧୪ଟି ଜିଲ୍ଲାରେ ବିଭକ୍ତ କରାଯାଇଛି , ଯାହାର ରାଜଧାନୀ ହେଉଛି ଥିରୁବନନ୍ତପୁରମ । ମାଲାୟାଲାମ ସର୍ବାଧିକ ପ୍ରଚଳିତ ଭାଷା ଏବଂ ଇଂରାଜୀ ସହିତ ଏହାକୁ ରାଜ୍ୟର ଏକ ସରକାରୀ ଭାଷା ଭାବରେ ସ୍ବୀକୃତି ଦିଆଯାଇଛି ।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ଭାଷା ଓ ସାହିତ୍ୟ

[ସମ୍ପାଦନା]

    ଅଧିକ ତଥ୍ୟ

    [ସମ୍ପାଦନା]
    Government