Jump to content

ପୁଡୁଚେରୀ

ଉଇକିପିଡ଼ିଆ‌ରୁ
ପୁଡୁଚେରୀ
Territoire de l'Union de Pondichéry
புதுச்சேரி
Pondichéry
Pondicherry
Official logo of ପୁଡୁଚେରୀ Territoire de l'Union de Pondichéry
Location of Puducherry (marked in red) in India
Location of Puducherry (marked in red) in India
ଦେଶ India
Established7 Jan 1963
Capital and Largest cityପଣ୍ଡିଚେରୀ
ଜିଲ୍ଲା4
Government
  Lieutenant GovernorA. K. Singh (additional charge) []
  Chief MinisterN. Rangaswamy (AINRC)
  LegislatureUnicameral (33*seats)
Area
  ସମୁଦାୟ492 km2 (190 sq mi)
Population
  Total୧୨,୪୪,୪୬୪
  Rank2nd
  Density2,500/km2 (6,600/sq mi)
Time zoneUTC+05:30 (IST)
ISO 3166 codeIN-PY
ସରକାରୀ ଭାଷାTamil
Malayalam
Telugu
French
Websitewww.py.gov.in [][]
^* 30 elected, 3 nominated


ପୁଡୁଚେରୀ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ । ୧୭୬୧, ଜାନୁଆରୀ ୧୬ରେ ଫରାସୀଙ୍କଠାରୁ ଇଂରେଜମାନେ ପଣ୍ଡିଚେରୀକୁ ଅଧିକୃତ କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ୨୦୦୬ ସେପ୍ଟେମ୍ବରରେ ଏହାର ନାମକୁ ପରିବର୍ତ୍ତନ କରି ପୁଡୁଚେରୀ (ତାମିଲ ଭାଷାରେ ଅର୍ଥ- ନୂଆ ଗ୍ରାମ) ରଖାଗଲା । [] ପୁଡୁଚେରୀକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି, ଫଳରେ ସ୍ୱତନ୍ତ୍ର ରାଜ୍ୟ ନ ହୋଇଥିଲେ ମଧ୍ୟ ଏଠାରେ ଏକ ବିଧାନ ସଭା ରହିଛି । କିଛି କିଛି ସ୍ୱତନ୍ତ୍ର କ୍ଷେତ୍ରରେ ଆଇନ ତିଆରି କରିବା ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି। ୤

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]
  1. "Puducherry L-G Kataria sacked". Indian Expres. 11 July 2014. Retrieved 11 July 2014.
  2. "Press Release" (PDF) (Press release). Government of Puducherry Directorate of Information Technology. 11 February 2013. Retrieved 10 February 2014.
  3. "NIC Puducherry". Pon.nic.in. Retrieved 14 January 2014.
  4. Bill to rename Pondicherry as Puducherry passed <http://www.hindu.com/2006/08/22/stories/2006082207481000.htm>.

ବାହାର ତଥ୍ୟ

[ସମ୍ପାଦନା]