୮ମ ଲୋକ ସଭା
ଦେଖଣା
୮ମ ଲୋକ ସଭା ୧୯୮୪ ମସିହାରେ ଗଠିତ ହୋଇଥିଲା । ୧୯୮୪ ମସିହା ସାଧାରଣ ନିର୍ବାଚନ ପରେ ଏହି ଲୋକ ସଭା ୩୧ ଡିସେମ୍ବର ୧୯୮୪ରେ ଗଠିତ ହୋଇ ପାଞ୍ଚ ବର୍ଷ ପରେ ୨୭ ନଭେମ୍ବର ୧୯୮୯ରେ ଭଙ୍ଗ ହୋଇଥିଲା । ୧୯୮୪ ମସିହା ଶେଷ ହେବା ଆଗରୁ ଏହି ନିର୍ବାଚନରେ ନିର୍ବାଚିତ ସଦସ୍ୟମାନେ ଲୋକ ସଭାରେ ଯୋଗ ଦେଇଥିଲେ । ୧୯୮୪ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାରୁ ୯ ଜଣ ସଦସ୍ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଏହି ଲୋକ ସଭାରେ ରାଜୀବ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ ଏବଂ ୨ ଡିସେମ୍ବର ୧୯୮୯ରେ ତାଙ୍କର ହତ୍ୟା ହେବାଯାଏଁ ସେ ଦାୟିତ୍ୱରେ ଥିଲେ । ଏହି ଲୋକ ସଭାରେ କଂଗ୍ରେସ ଦଳ ୭ମ ଲୋକ ସଭାଠାରୁ ୩୦ଟି ଅଧିକ ଆସନରେ ଜିତିଥିଲା ।
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
[ସମ୍ପାଦନା]- ବାଚସ୍ପତି:
- ବଳରାମ ଜାଖର ୧୬ ଜାନୁଆରୀ ୧୯୮୫ - ୧୮ ଡିସେମ୍ବର ୧୯୮୯
- ଉପ ବାଚସ୍ପତି:
- ଏମ୍ ଥମ୍ବି ଦୁରାଇ ୨୨ ଜାନୁଆରୀ ୧୯୮୫ - ୨୭ ନଭେମ୍ବର ୧୯୮୯
- ମହା ସଚିବ:
- ସୁବାସ ସି କଶ୍ୟପ ୩୧ ଡିସେମ୍ବର ୧୯୮୩ - ୨୦ ଅଗଷ୍ଟ ୧୯୯୦
ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ
[ସମ୍ପାଦନା]ବିଭିନ୍ନ ରାଜନୈତିକ ଦଳରୁ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-
| S.No. | Party Name | Number of MPs |
|---|---|---|
| ୧ | ଭାରତୀୟ ଜାତୀୟ କଂଗ୍ରେସ | ୪୨୬ |
| ୨ | ତେଲୁଗୁ ଦେଶମ୍ ପାର୍ଟି | ୩୦ |
| ୩ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୨୩ |
| ୪ | ଜନତା ଦଳ | ୧୬ |
| ୫ | ଏ.ଆଇ.ଏ ଡି.ଏମ୍.କେ | ୧୨ |
| ୬ | ଇନ୍ଡିପେଣ୍ଡେଣ୍ଟ | ୯ |
| ୭ | ଅକାଳୀ ଦଳ | ୭ |
| ୮ | ଆସାମ ଗଣ ପରିଷଦ | ୭ |
| ୯ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି | ୬ |
| ୧୦ | କଂଗ୍ରେସ | ୫ |
| ୧୧ | ଲୋକ ଦଳ | ୪ |
| ୧୨ | ସ୍ୱାଧୀନ | ୪ |
| ୧୩ | ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍ନାଲ୍ କନ୍ଫରେନ୍ସ | ୩ |
| ୧୪ | ରିଭୋଲ୍ୟୁସ୍ନାରୀ ସୋସିଆଲିଷ୍ଟ ପାର୍ଟି | ୩ |
| ୧୫ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୨ |
| ୧୬ | ଭାରତୀୟ ଜନତା ପାର୍ଟି | ୨ |
| ୧୭ | ଡି.ଏମ୍.କେ | ୨ |
| ୧୮ | କେରଳ କଂଗ୍ରେସ | ୨ |
| ୧୯ | ସର୍ବଭାରତୀୟ ମୁସଲମାନ ଦଳ | ୨ |
| ୨୦ | ନୋମିନେଟେଡ୍ | ୨ |
ଆଧାର
[ସମ୍ପାଦନା]- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୮ମ ଲୋକ ସଭା
ବାବଦରେ ମାଧ୍ୟମ ରହିଛି ।