ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ
(ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ ରୁ ଲେଉଟି ଆସିଛି)
Jump to navigation
Jump to search
ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ | ||
---|---|---|
କେନ୍ଦ୍ରଶାସିତ ଅଞ୍ଚଳ | ||
![]() | ||
| ||
![]() ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜର ଅବସ୍ଥାନ | ||
ଅବସ୍ଥିତି (ପୋର୍ଟ ବ୍ଲେୟର): 11°41′N 92°46′E / 11.68°N 92.77°ECoordinates: 11°41′N 92°46′E / 11.68°N 92.77°E | ||
ଦେଶ | ![]() | |
ସ୍ଥାପନା | ୧ ନଭେମ୍ବର ୧୯୫୬ | |
ରାଜଧାନୀ | ପୋର୍ଟ ବ୍ଲେୟର | |
ସର୍ବବୃହତ ସହର | ପୋର୍ଟ ବ୍ଲେୟର | |
ଜିଲ୍ଲା | ୩ | |
ସରକାର | ||
• ଲେ. ଗଭର୍ଣ୍ଣର | ଏ. କେ. ସିଂ | |
କ୍ଷେତ୍ରଫଳ | ||
• ମୋଟ | km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres) | |
ଜନସଂଖ୍ୟା (2011)[୧] | ||
• ମୋଟ | ୩୭୯ | |
• ଘନତା | /km2 (120/sq mi) | |
IST (UTC+05:30) | ||
ଆଇଏସଓ ୩୧୬୬ କୋଡ଼ | IN-AN | |
HDI | ![]() | |
ସରକାରୀ ଭାଷା | Hindi, ଇଂରାଜୀ[୨] | |
ୱେବସାଇଟ | www |
ଆଣ୍ଡାମାନ ଓ ନିକୋବର ଭାରତର ପୁର୍ବ ଭାଗରେ ଥିବା ଦ୍ୱୀପପୁଞ୍ଜ ଅଟେ ।
ଏହା ବଙ୍ଗୋପସାଗରରେ ଅବସ୍ଥିତ । ୫୨୭ଟି ଦ୍ୱୀପକୁ ନେଇ ଗଠିତ ଏହି ଦ୍ୱୀପପୁଞ୍ଜମାନଙ୍କ ମଧ୍ୟରୁ ୩୭ଟିରେ ଜନବସତି ଅଛି । ପୋର୍ଟବ୍ଲେୟାର, ଏହାର ରାଜଧାନୀ ଅଟେ । ଏହାର ଏକ ପାଖରେ ଆଣ୍ଡାମାନ ସାଗର ଏବଂ ଆର ପାଖରେ ବଙ୍ଗୋପସାଗର ଅବସ୍ଥିତ ।[୩]
ଇତିହାସ[ସମ୍ପାଦନା]
ଆଦିମ ଅଧିବାସୀ[ସମ୍ପାଦନା]
ପ୍ରାରମ୍ଭିକ ପୁରାତତ୍ନ ବିଭାଗର ଅନୁସନ୍ଧାନରୁ ଯାହା ଜଣାପଡେ ଏଠାରେ ୨୨୦୦ ବର୍ଷ ପୁର୍ବରୁ ଲୋକମାନେ ରହୁଛନ୍ତି ।[୪]
ସେଲୁଲାର ଜେଲ
ଆଧାର[ସମ୍ପାଦନା]
- ↑ Census of India, 2011. Census Data Online, Population.
- ↑ "Most of Indian languages are spoken in Andaman and Nicobar Islands because of its cosmopolitan nature. The common language is Hindi whereas English and Hindi are used in official correspondence." Andaman District Administration, Profile, archived from the original on 14 May 2007, retrieved 2007-06-06
- ↑ "Andaman & Nicobar Administration". web.archive.org. 2015-02-18. Retrieved 2019-02-03.
- ↑ http://science.sciencemag.org/content/311/5760/470.1
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |