ରୋମିଓ- ଦ ଲଭର୍ ବୟ
ରୋମିଓ- ଦ ଲଭର୍ ବୟ | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ସଞ୍ଜୟ ନାୟକ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ହର ପଟ୍ଟନାୟକ |
କଳାକାର | ବାବୁଶାନ୍ ଲଭ୍ଲି ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ଅରିନ୍ଦମ ରାୟ ପ୍ରିତୀରାଜ ସତପଥୀ ବିଜୟ ମହାନ୍ତି |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରୋମିଓ- ଦ ଲଭର୍ ବୟ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ଲଭ୍ଲି ।[୧] ଉଭୟ ବାବୁଶାନ୍ ଏବଂ ଲଭ୍ଲି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୩] ଉତ୍ତମ ମହାନ୍ତି, ଅରପରାଜିତା ମହାନ୍ତି, ଅରିନ୍ଦମ ରାୟ, ପ୍ରିତୀରାଜ ସତପଥୀ, ବିଜୟ ମହାନ୍ତି, ମାଳା ବୋଷ, ହର ପଟ୍ଟନାୟକ, ବିଭୂତି ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୪]
ଅଭିନୟ
[ସମ୍ପାଦନା]- ବାବୁଶାନ୍[୫][୬]
- ଲଭ୍ଲି[୭][୮]
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଅରିନ୍ଦମ ରାୟ
- ପ୍ରିତୀରାଜ ସତପଥୀ
- ବିଜୟ ମହାନ୍ତି
- ମାଳା ବୋଷ
- ହର ପଟ୍ଟନାୟକ
- ବିଭୂତି ସାହୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବାବୁଶାନ୍, ସୁଜିତ୍ ଭୋଇ, ତପୁ ମିଶ୍ର, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମୁଁ ରୋମିଓ ଦ ଲଭର୍ ବୟ" | |
2. | "ଯୋଉଦିନ ପ୍ରିୟାକୁ" | |
3. | "ମେଘରେ ମେଘରେ" | |
4. | "ମୁଁ ନାଚ୍ କହିଲେ" | |
5. | "ପ୍ରେମ ହେଲା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଲିଉଡର ଏହି ସୁପରଷ୍ଟାରଙ୍କର ପ୍ରଥମ ସିନେମା ଫ୍ଲପ୍ ହୋଇଥିଲା ! | Sambad". Sambad. 21 August 2018. Archived from the original on 27 August 2018. Retrieved 31 August 2018.
- ↑ "ହାଟ୍ରିକ୍ କଲେ ବାବୁସାନ୍ !". ସମ୍ବାଦ. 4 February 2017. Retrieved 27 December 2017.
- ↑ "ଓଲିଉଡକୁ ଫେରିଲେ ଏହି ବେଙ୍ଗଲି ବିଉଟି | Sambad". Sambad (in Odia). Odisha. 6 October 2018. Archived from the original on 9 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "ପ୍ରଥମ ସିନେମା ନୁହେଁ , ଜାଣନ୍ତୁ କେଉଁ ସିନେମାରୁ ବାବୁସାନ୍ ଷ୍ଟାର ବନିଥିଲେ ? | Sambad". Sambad (in Odia). Odisha. 30 September 2018. Archived from the original on 1 October 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍ ଦେଇଥିଲେ". Sambad. ଓଡ଼ିଶା. 8 January 2019. Archived from the original on 9 January 2019. Retrieved 10 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୋମିଓ- ଦ ଲଭର୍ ବୟ