ରୋମିଓ- ଦ ଲଭର୍ ବୟ

ଉଇକିପିଡ଼ିଆ‌ରୁ
ରୋମିଓ- ଦ ଲଭର୍ ବୟ
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକସଞ୍ଜୟ ନାୟକ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀହର ପଟ୍ଟନାୟକ
କଳାକାରବାବୁଶାନ୍
ଲଭ୍‌ଲି
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଅରିନ୍ଦମ ରାୟ
ପ୍ରିତୀରାଜ ସତପଥୀ
ବିଜୟ ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ରୋମିଓ- ଦ ଲଭର୍ ବୟ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ଲଭ୍‌ଲି ।[୧] ଉଭୟ ବାବୁଶାନ୍ ଏବଂ ଲଭ୍‌ଲି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୩] ଉତ୍ତମ ମହାନ୍ତି, ଅରପରାଜିତା ମହାନ୍ତି, ଅରିନ୍ଦମ ରାୟ, ପ୍ରିତୀରାଜ ସତପଥୀ, ବିଜୟ ମହାନ୍ତି, ମାଳା ବୋଷ, ହର ପଟ୍ଟନାୟକ, ବିଭୂତି ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବାବୁଶାନ୍, ସୁଜିତ୍ ଭୋଇ, ତପୁ ମିଶ୍ର, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୁଁ ରୋମିଓ ଦ ଲଭର୍ ବୟ" 
2."ଯୋଉଦିନ ପ୍ରିୟାକୁ" 
3."ମେଘରେ ମେଘରେ" 
4."ମୁଁ ନାଚ୍ କ‌ହିଲେ" 
5."ପ୍ରେମ ହେଲା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଓଲିଉଡର ଏହି ସୁପରଷ୍ଟାରଙ୍କର ପ୍ରଥମ ସିନେମା ଫ୍ଲପ୍‌ ହୋଇଥିଲା ! | Sambad". Sambad. 21 August 2018. Archived from the original on 27 August 2018. Retrieved 31 August 2018.
  2. "ହାଟ୍ରିକ୍‌ କଲେ ବାବୁସାନ୍‌ !". ସମ୍ବାଦ. 4 February 2017. Retrieved 27 December 2017.
  3. "ଓଲିଉଡକୁ ଫେରିଲେ ଏହି ବେଙ୍ଗଲି ବିଉଟି | Sambad". Sambad (in Odia). Odisha. 6 October 2018. Archived from the original on 9 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  4. "ପ୍ରଥମ ସିନେମା ନୁହେଁ , ଜାଣନ୍ତୁ କେଉଁ ସିନେମାରୁ ବାବୁସାନ୍‌ ଷ୍ଟାର ବନିଥିଲେ ? | Sambad". Sambad (in Odia). Odisha. 30 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  6. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  7. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  8. "ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍‌ ଦେଇଥିଲେ". Sambad. ଓଡ଼ିଶା. 8 January 2019. Archived from the original on 9 January 2019. Retrieved 10 January 2019.

ବାହାର ଆଧାର[ସମ୍ପାଦନା]