ରାମ ରହିମ
ଦେଖଣା
| ରାମ ରହିମ | |
|---|---|
| ନିର୍ଦ୍ଦେଶକ | ସୁଶୀଲ ମୁଖାର୍ଜୀ |
| ପ୍ରଯୋଜକ | ଚିତ୍ତ ରଞ୍ଜନ ମହାନ୍ତି |
| କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଦେବୁ ବ୍ରହ୍ମା ଅନୀତା ଦାସ ଅସୀତ ପତି |
| ସଙ୍ଗୀତ | ପ୍ରଫୁଲ୍ଲ କର |
| ଚିତ୍ରଗ୍ରହଣ | ଜେଡ୍. ଏ. ଖାନ୍ |
| ସମ୍ପାଦକ | ଅମୀୟ ମୁଖାର୍ଜୀ |
ମୁକ୍ତିଲାଭ ତାରିଖ | ୧୯୮୩ |
| ଦେଶ | |
| ଭାଷା | ଓଡ଼ିଆ |
ରାମ ରହିମ, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଚିତ୍ତ ରଞ୍ଜନ ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ସୁଶୀଲ ମୁଖାର୍ଜୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଜୟା ବି. ଦେବୁ ବ୍ରହ୍ମା ଅନୀତା ଦାସ ଅସୀତ ପତି ହେମନ୍ତ ଦାସ ଲୀଳା ଦୁଲାଲୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
- ଜୟା ସ୍ୱାମୀ[୨]
- ଦେବୁ ବ୍ରହ୍ମା
- ଅନୀତା ଦାସ
- ଅସୀତ ପତି
- ହେମନ୍ତ ଦାସ
- ଲୀଳା ଦୁଲାଳୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଗୀତା ଦାଶ, ଏସ୍. ଜାନକୀ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997.
- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}: Check date values in:|date=and|archivedate=(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାମ ରହିମ