ରଙ୍ଗିଲା ଟୋକା
| ରଙ୍ଗିଲା ଟୋକା | |
|---|---|
| ନିର୍ଦ୍ଦେଶକ | କେ. ମୂରଲୀ କ୍ରିଷ୍ଣା |
| ପ୍ରଯୋଜକ | ପ୍ରଭସ ଚନ୍ଦ୍ର ରାଉତ |
| ସଂଳାପ | ଦୀପକ ଜେନା |
| କାହାଣୀ | ମୁନ୍ନା ପାତ୍ର |
| କଳାକାର | ପପୁ ପମ ପମ, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂହ, ମୀନକେତନ, ପ୍ରିୟଙ୍କା ମହାପାତ୍ର |
| ସଙ୍ଗୀତ | ଅଭିଜିତ ମଜୁମଦାର |
| ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
| ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୭ ଜୁଲାଇ ୨୦୧୨[୧] |
| ଦେଶ | |
| ଭାଷା | ଓଡ଼ିଆ |
ରଙ୍ଗିଲା ବାବା, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାସ ଚନ୍ଦ୍ର ରାଉତ ।[୧] ମୁନ୍ନା ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଦୀପକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨][୩] କେ. ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଏବଂ ଦେବଯାନୀ ।[୪] ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂହ, ମୀନକେତନ, ପ୍ରିୟଙ୍କା ମହାପାତ୍ର, ରାଜୀବ, ଜୀବନ ପଣ୍ଡା, ହାଡ଼ୁ, ଗୁଡ୍ଡୁ, ରାଜୀବ, ଅରବିନ୍ଦ ସଡ଼ଙ୍ଗୀ, ଜୟୀରାମ ସାମଲ, ଲଭ୍ଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧][୫]
ଅଭିନୟ
[ସମ୍ପାଦନା]- ପପୁ ପମ ପମ
- ଦେବଯାନୀ
- ସିଦ୍ଧାନ୍ତ ମହାପାତ୍ର
- ନୀତୁ ସିଂହ
- ମୀନକେତନ[୬]
- ପ୍ରିୟଙ୍କା ମହାପାତ୍ର
- ରାଜୀବ
- ଗୁଡ୍ଡୁ
- ଜୀବନ ପଣ୍ଡା
- ସଲିଲ ମିତ୍ର
- ହାଡ଼ୁ
- ଅରବିନ୍ଦ ସଡ଼ଙ୍ଗୀ
- ଜୟୀରାମ ସାମଲ
- ଲଭ୍ଲି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୫] ନିଜାମ୍ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପାମେଲା ଜୈନ, କବିତା କ୍ରୀଷ୍ଣମୂର୍ତ୍ତୀ, ଅଭିଜିତ ମଜୁମଦାର, ଉଦିତ ନାରାୟଣ, ବିନୋଦ ରାଠୋଡ, ବାବୁଲ ସୁପ୍ରିଓ, ପପୁ ପମ ପମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ଖୋଲ ଖୋଲ ଖୋଲ ନାଲିଆ ବୋତଲ ଖୋଲ" | |
| 2. | "ରଙ୍ଗିଲା ଟୋକା" | |
| 3. | "ଲିପ୍ଟିକ୍ ବାଲି ପାର୍ କରେଗା" | |
| 4. | "ସଜନୀ ସଜନୀ" | |
| 5. | "ତୋ ଆଖିରେ ମୋ ଆଖି ମିଶିଲା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Rangila Toka Released Today 47 Halls". Incredible Orissa. 27 July 2012. Archived from the original on 20 November 2017. Retrieved 17 November 2017.
- ↑ "ସାମ୍ନାସାମ୍ନି: ଡ. ଦୀପକ ଜେନା". ସମାଜ (in Odia). No. ରବିବାର. 17 August 2025. Archived from the original on 17 August 2025. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "Rangila Toka Oriya Film Story, Cast, Crew, Wallpapers and Songs". newodisha.in. 13 April 2012. Archived from the original on 20 November 2017. Retrieved 17 November 2017.
- ↑ ୪.୦ ୪.୧ "ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ". sambad.in. 3 April 2017. Archived from the original on 17 October 2017. Retrieved 17 November 2017.
- ↑ ୫.୦ ୫.୧ "Rangila Toka". Incredible Orissa. 15 February 2012. Archived from the original on 20 November 2017. Retrieved 17 November 2017.
- ↑ "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 17 November 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଙ୍ଗିଲା ଟୋକା