ରଙ୍ଗିଲା ଟୋକା

ଉଇକିପିଡ଼ିଆ‌ରୁ
ରଙ୍ଗିଲା ଟୋକା
ନିର୍ଦ୍ଦେଶକକେ. ମୂରଲୀ କ୍ରିଷ୍ଣା
ପ୍ରଯୋଜକପ୍ରଭସ ଚନ୍ଦ୍ର ରାଉତ
ସଂଳାପଦୀପକ ଜେନା
କାହାଣୀମୁନ୍ନା ପାତ୍ର
କଳାକାରପପୁ ପମ ପମ, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂହ, ମୀନକେତନ, ପ୍ରିୟଙ୍କା ମହାପାତ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୭ ଜୁଲାଇ ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ରଙ୍ଗିଲା ବାବା, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାସ ଚନ୍ଦ୍ର ରାଉତ ।[୧] ମୁନ୍ନା ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଦୀପକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] କେ. ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଏବଂ ଦେବଯାନୀ ।[୩] ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂହ, ମୀନକେତନ, ପ୍ରିୟଙ୍କା ମହାପାତ୍ର, ରାଜୀବ, ଜୀବନ ପଣ୍ଡା, ହାଡ଼ୁ, ଗୁଡ୍ଡୁ, ରାଜୀବ, ଅରବିନ୍ଦ ସଡ଼ଙ୍ଗୀ, ଜୟୀରାମ ସାମଲ, ଲଭ୍‌ଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧][୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୪] ନିଜାମ୍ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପାମେଲା ଜୈନ, କବିତା କ୍ରୀଷ୍ଣମୂର୍ତ୍ତୀ, ଅଭିଜିତ ମଜୁମଦାର, ଉଦିତ ନାରାୟଣ, ବିନୋଦ ରାଠୋଡ, ବାବୁଲ ସୁପ୍ରିଓ, ପପୁ ପମ ପମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଖୋଲ ଖୋଲ ଖୋଲ ନାଲିଆ ବୋତଲ ଖୋଲ" 
2."ରଙ୍ଗିଲା ଟୋକା" 
3."ଲିପ୍ଟିକ୍ ବାଲି ପାର୍ କରେଗା" 
4."ସଜନୀ ସଜନୀ" 
5."ତୋ ଆଖିରେ ମୋ ଆଖି ମିଶିଲା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Rangila Toka Released Today 47 Halls". Incredible Orissa. 27 July 2012. Retrieved 17 November 2017.
  2. "Rangila Toka Oriya Film Story, Cast, Crew, Wallpapers and Songs". newodisha.in. 13 April 2012. Archived from the original on 20 November 2017. Retrieved 17 November 2017.
  3. ୩.୦ ୩.୧ "ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ". sambad.in. 3 April 2017. Archived from the original on 17 October 2017. Retrieved 17 November 2017.
  4. ୪.୦ ୪.୧ "Rangila Toka". Incredible Orissa. 15 February 2012. Retrieved 17 November 2017.
  5. "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 17 November 2017.

ବାହାର ଆଧାର[ସମ୍ପାଦନା]