ଯୋର ଯା'ର ମୂଲକ ତାର
Appearance
ଯୋର୍ ଯା'ର ମୂଲକ ତାର | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ରବି ସ୍ୱାଇଁ |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ରାଜୁ ମିଶ୍ର |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ଶ୍ରୀରାମ ପଣ୍ଡା ବୈଶାଳୀ ପରିଡ଼ା ହର ପଟ୍ଟନାୟକ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୮୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧୮ଲକ୍ଷ ୨୫ହଜାର |
ଯୋର୍ ଯା'ର ମୂଲକ ତାର ୧୯୮୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ସ୍ୱାଇଁ ।[୧] ରାଜୁ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ଅଭିନୟ
[ସମ୍ପାଦନା]ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨]
ଆଧାର
[ସମ୍ପାଦନା]- ↑ "ଯେଉଁ ଗୀତଟି ଟି-ସୌରୀଙ୍କୁ ଷ୍ଟାର ବନାଇଥିଲା - Odisha Live". DailyHunt (in Odia). Odisha: Odisha.live. 21 May 2018. Archived from the original on 13 October 2020. Retrieved 14 January 2019.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍ ରୋଲ୍ କରିଥିଲେ ହର ପଟ୍ଟନାୟକ!". Sambad. 20 September 2017. Archived from the original on 14 October 2020. Retrieved 22 July 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଯୋର ଯା'ର ମୂଲକ ତାର