ମୋ ସୁନା ପୁଅ
ମୋ ସୁନା ପୁଅ | |
---|---|
ନିର୍ଦ୍ଦେଶକ | ଜ୍ୟୋତିପ୍ରକାଶ ଦାସ |
ପ୍ରଯୋଜକ | ଜ୍ଞାନ ପଟ୍ଟନାୟକ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ଜ୍ୟୋତିପ୍ରକାଶ ଦାସ |
କାହାଣୀ | ଜ୍ୟୋତିପ୍ରକାଶ ଦାସ |
କଳାକାର | ସମରେଶ ରାଉତରାୟ, ଜ୍ୟୋତି ମିଶ୍ର, ମହାଶ୍ୱେତା ରାୟ, ବିଜୟ ମହାନ୍ତି, ସିଗ୍ଧା ମହାନ୍ତି, ଅକ୍ଷୟ ବସ୍ତିଆ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଦିଲୀପ ରାୟ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୋ ସୁନା ପୁଅ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜ୍ଞାନ ପଟ୍ଟନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଏବଂ ଜ୍ୟୋତି ମିଶ୍ର । ଏହି କଥାଚିତ୍ର ଜରିଆରେ ସମରେଶ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧] ମହାଶ୍ୱେତା ରାୟ, ବିଜୟ ମହାନ୍ତି, ସିଗ୍ଧା ମହାନ୍ତି, ଅକ୍ଷୟ ବସ୍ତିଆ, ସରୋଜ ଦାସ, ଜୟୀରାମ ସାମଲ, ସରୋଜ ସତପଥୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସମରେଶ ରାଉତରାୟ
- ଜ୍ୟୋତି ମିଶ୍ର
- ମହାଶ୍ୱେତା ରାୟ
- ବିଜୟ ମହାନ୍ତି
- ସିଗ୍ଧା ମହାନ୍ତି
- ଅକ୍ଷୟ ବସ୍ତିଆ
- ସରୋଜ ଦାସ
- ଜୟୀରାମ ସାମଲ
- ସରୋଜ ସତପଥୀ
- ଜର୍ଜ ତିଆଡ଼ି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ତପୁ ମିଶ୍ର, ପମି, ମାନସ ପ୍ରିତମ, ଅରବିନ୍ଦ ଷଡ଼ଙ୍ଗୀ, ଲୁଲୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆରେହେ ଢୋଲ ପରେ ବାଜା ବାଜା ପରେ ଢୋଲ" | |
2. | "ଆଖିରୁ ପ୍ରଥମ ଥର ଆଜି ଚିହ୍ନିବା ନୂଆ ନୂଆ" | |
3. | "ମେଘକୁ ମୁଁ କହିଦେଲୁ ବାଏ ବାଏ ବାଏ ବାଏ" | |
4. | "ନା ଦେବକୀର ଗଣ୍ଠିଧନ ନା ଯଶୋଦାର" |
ଆଧାର
[ସମ୍ପାଦନା]- ↑ "ହିରୋ ହେଉ ବା ଭିଲେନ୍ ,ଫିଲ୍ମରେ ମୋ ଚରିତ୍ରର ଗଭୀରତା କେତେ ତାହା ମୁଁ ପ୍ରଥମେ ଦେଖେ: ସମରେଶ ରାଉତ୍ରାୟ". sambad.in. 4 December 2017. Retrieved 25 January 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋ ସୁନା ପୁଅ