Jump to content

ମୋ ସୁନା ପୁଅ

ଉଇକିପିଡ଼ିଆ‌ରୁ
ମୋ ସୁନା ପୁଅ
ନିର୍ଦ୍ଦେଶକଜ୍ୟୋତିପ୍ରକାଶ ଦାସ
ପ୍ରଯୋଜକଜ୍ଞାନ ପଟ୍ଟନାୟକ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟଜ୍ୟୋତିପ୍ରକାଶ ଦାସ
କାହାଣୀଜ୍ୟୋତିପ୍ରକାଶ ଦାସ
କଳାକାରସମରେଶ ରାଉତରାୟ, ଜ୍ୟୋତି ମିଶ୍ର, ମହାଶ୍ୱେତା ରାୟ, ବିଜୟ ମହାନ୍ତି, ସିଗ୍ଧା ମହାନ୍ତି, ଅକ୍ଷୟ ବସ୍ତିଆ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ମୋ ସୁନା ପୁଅ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜ୍ଞାନ ପଟ୍ଟନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଏବଂ ଜ୍ୟୋତି ମିଶ୍ର । ଏହି କଥାଚିତ୍ର ଜରିଆରେ ସମରେଶ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧] ମହାଶ୍ୱେତା ରାୟ, ବିଜୟ ମହାନ୍ତି, ସିଗ୍ଧା ମହାନ୍ତି, ଅକ୍ଷୟ ବସ୍ତିଆ, ସରୋଜ ଦାସ, ଜୟୀରାମ ସାମଲ, ସରୋଜ ସତପଥୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]
  • ସମରେଶ ରାଉତରାୟ
  • ଜ୍ୟୋତି ମିଶ୍ର
  • ମହାଶ୍ୱେତା ରାୟ
  • ବିଜୟ ମହାନ୍ତି
  • ସିଗ୍ଧା ମହାନ୍ତି
  • ଅକ୍ଷୟ ବସ୍ତିଆ
  • ସରୋଜ ଦାସ
  • ଜୟୀରାମ ସାମଲ
  • ସରୋଜ ସତପଥୀ
  • ଜର୍ଜ ତିଆଡ଼ି

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ତପୁ ମିଶ୍ର, ପମି, ମାନସ ପ୍ରିତମ, ଅରବିନ୍ଦ ଷଡ଼ଙ୍ଗୀ, ଲୁଲୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
1."ଆରେହେ ଢୋଲ ପରେ ବାଜା ବାଜା ପରେ ଢୋଲ" 
2."ଆଖିରୁ ପ୍ରଥମ ଥର ଆଜି ଚିହ୍ନିବା ନୂଆ ନୂଆ" 
3."ମେଘକୁ ମୁଁ କ‌ହିଦେଲୁ ବାଏ ବାଏ ବାଏ ବାଏ" 
4."ନା ଦେବକୀର ଗଣ୍ଠିଧନ ନା ଯଶୋଦାର" 
  1. "ହିରୋ ହେଉ ବା ଭିଲେନ୍‌ ,ଫିଲ୍ମରେ ମୋ ଚରିତ୍ରର ଗଭୀରତା କେତେ ତାହା ମୁଁ ପ୍ରଥମେ ଦେଖେ: ସମରେଶ ରାଉତ୍‌ରାୟ". sambad.in. 4 December 2017. Retrieved 25 January 2018.

ବାହାର ଆଧାର

[ସମ୍ପାଦନା]