ମେଣ୍ଟାଲ
ଦେଖଣା
ମେଣ୍ଟାଲ | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ଅନୁପ୍ରାସ ମହାନ୍ତି |
ସଂଳାପ | ନିର୍ମଳ ନାୟକ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ହରିହର ମହାପାତ୍ର, ରାଇମୋହନ ପରିଡ଼ା, ପିଣ୍ଟୁ ନନ୍ଦ |
ସଙ୍ଗୀତ | ପ୍ରେମ ଆନନ୍ଦ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨ ଅକ୍ଟୋବର ୨୦୧୪[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମେଣ୍ଟାଲ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପ୍ରାସ ମହାନ୍ତି । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ ।[୧] ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ହରିହର ମହାପାତ୍ର, ରାଇମୋହନ ପରିଡ଼ା, ପିଣ୍ଟୁ ନନ୍ଦ, ସରୋଜ ଦାସ, ସିଲିଲ ମିତ୍ର, ରକ୍ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ[୪]
- ହରିହର ମହାପାତ୍ର
- ରାଇମୋହନ ପରିଡ଼ା
- ପିଣ୍ଟୁ ନନ୍ଦ
- ସରୋଜ ଦାସ
- ସିଲିଲ ମିତ୍ର
- ରକ୍ ପାତ୍ର[୫]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ମିକା ସିଂହ, ହ୍ୟୁମାନ ସାଗର, ଜାବେଦ ଅଲ୍ଲୀ, ପଲକ, ବିନୋଦ ରାଠୋଡ଼, ଋତୁ ପଟ୍ଟନାୟକ ଆଦି କଳକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଆଇଲାରେ ଆଇଲା ମେଣ୍ଟାଲ ଟୋକା ଆଇଲା" | ମିକା ସିଂହ | ୦୪:୪୫ |
2. | "ତୋର ମୋର ଯୋଡ଼ି ଜମିଲା" | ଋତୁ ପାଠକ, ବିନୋଦ ରାଠୋଡ଼ | |
3. | "ହାଏ ସତେ ଜାଣେନା" | ଜାବେଦ ଅଲ୍ଲୀ, ପଲକ | ୦୪:୩୮ |
4. | "ବେବି ତୁ ସଞ୍ଜିବନୀ" | ହ୍ୟୁମାନ ସାଗର | ୦୪:୨୨ |
5. | "ଜୀବନରେ ପ୍ରଥମ ଥର" | ପଲକ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Mental Oriya Movie". Incredible Orissa. 25 September 2017. Retrieved 24 September 2017.
- ↑ "Mental Odia Film Cast, Crew, Wallpapers and Songs". New Odisha. 30 June 2014. Archived from the original on 27 September 2017. Retrieved 24 September 2017.
{{cite news}}
:|first=
missing|last=
(help) - ↑ Mohapatra, Mrudu M. (19 September 2014). "Mental's mentalia Team". Odia Live. Retrieved 24 September 2017.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ". sambad.in. 22 April 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମେଣ୍ଟାଲ