ଡମ୍ବରୁଧର ଉଲାକା
ଡମ୍ବରୁଧର ଉଲାକା | |
---|---|
![]() | |
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୧୪ | |
ପୂର୍ବ ଅଧିକାରୀ | ଡମ୍ବରୁଧର ଉଲାକା |
ପର ଅଧିକାରୀ | ଡମ୍ବରୁଧର ଉଲାକା |
ନିର୍ବାଚନ ମଣ୍ଡଳୀ | ବିଷମ କଟକ |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୦ | |
ପୂର୍ବ ଅଧିକାରୀ | ଡମ୍ବରୁଧର ଉଲାକା |
ପର ଅଧିକାରୀ | ଡମ୍ବରୁଧର ଉଲାକା |
ନିର୍ବାଚନ ମଣ୍ଡଳୀ | ବିଷମ କଟକ |
ବିଧାୟକ: ୬ଷ୍ଠ, ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୯୦ | |
ପୂର୍ବ ଅଧିକାରୀ | ଡମ୍ବରୁଧର ଉଲାକା |
ପର ଅଧିକାରୀ | ଡମ୍ବରୁଧର ଉଲାକା |
ନିର୍ବାଚନ ମଣ୍ଡଳୀ | ବିଷମ କଟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୩୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
ଜୀବନ ସାଥୀ | ଯଶୋଦା ଉଲାକା |
ସନ୍ତାନ | ୬ |
ବାପା/ବୋଉ | ଶ୍ୟାମଘନ ଉଲାକା |
ବୃତ୍ତି | ରାଜନୀତିଜ୍ଞ |
ଡମ୍ବରୁଧର ଉଲାକା (ଜନ୍ମ: ୧ ଜୁଲାଇ ୧୯୩୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ଡମ୍ବରୁଧର ଉଲାକା ୧୯୩୭ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମଘନ ଉଲାକା ଓ ପତ୍ନୀଙ୍କ ନାମ ଯଶୋଦା ଉଲାକା ।[୧] ତାଙ୍କ ବାପା ଜଣେ ରାଜନେତା, ଯିଏକି ୧ମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
ରାଜନୈତିକ ଜୀବନ[ସମ୍ପାଦନା]
ଡମ୍ବରୁଧର ଉଲାକା ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ) ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି । ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ବିଷମ କଟକ | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ବିଷମ କଟକ | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ବିଷମ କଟକ | କଂଗ୍ରେସ (ଇ) |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ବିଷମ କଟକ | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ବିଷମ କଟକ | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ବିଷମ କଟକ | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ବିଷମ କଟକ | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Shri Dambarudhara Ulaka". odishaassembly.nic.in. Odisha Assembly. Retrieved 13 February 2022.