ବାପା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ବାପା
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକବିଜୟ ଖେମକା
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରସିଦ୍ଧାନ୍ତ ମହାପାତ୍ର
ମାମା ମିଶ୍ର
ମିହିର ଦାସ
ମୁନ୍ନା ଖାନ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣମଧୁ ଅମ୍ବାତ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୯ ଅକ୍ଟୋବର ୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

ବାପା, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ ଖେମକା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ମଧୁ ଅମ୍ବାତ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ ଏବଂ ଅଶୋକ ଶର୍ମା ଏହି କଥାଚିତ୍ରଟିର ସମ୍ପାଦନା କରିଥିଲେ ।

ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର, ମିହିର ଦାସ, ମୁନ୍ନା ଖାନ, ନବ ଆଚାର୍ଯ୍ୟ, ନିତ୍ୟାନନ୍ଦ ଦାସ, ସଙ୍ଗୀତ ଦାସ, ଶ୍ରୀକାନ୍ତ ଗୌତମ, ସାତ୍ୱକୀ ମିଶ୍ର, ସ୍ମିତା ମହାନ୍ତି, ପ୍ରଶାନ୍ତ ନନ୍ଦ, ପୃଥ୍ୱୀରାଜ ନାୟକ, ରାମଚନ୍ଦ୍ର ପ୍ରତିହାରୀ, ପ୍ରେମାଞ୍ଜନ ପରିଡ଼ା, ପ୍ରିୟମ୍ବଦା ରାୟ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ବାପା