ବିନୋଦ ନନ୍ଦ
Appearance
ବିନୋଦ ନନ୍ଦ | |
---|---|
ଜନ୍ମ | ୨ ସେପ୍ଟେମ୍ବର ୧୯୫୫ |
ମୃତ୍ୟୁ | ୯ ନଭେମ୍ବର ୨୦୧୭ | (ବୟସ ୬୨)
ପ୍ରସିଦ୍ଧି | ଗୀତିକାର |
ସନ୍ତାନ | ବିବେକ |
ବିନୋଦ ନନ୍ଦ(୦୨/୦୯/୧୯୫୫- ୦୯/୧୧/୨୦୧୭), ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ଥିଲେ । ସେ "ଝୁମୁକା ଟିକେ ତୁ ତ ହଲେଇ ଦେ", "ଯାହାକୁ ମୁଁ ଏତେ ଭଲ ପାଉଛି", "ପ୍ରିୟା ମୋ’ର ଏ କି କଲ" ଆଦି ଲୋକପ୍ରିୟ ଗୀତ ରଚନା କରିଥିଲେ । ଗୀତ ରଚନା ବ୍ୟତିତ ଚଳଚ୍ଚିତ୍ର କାହାଣୀ ରଚନା, ନିର୍ଦ୍ଦେଶନା,[୧] ପ୍ରଯୋଜନା, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ଆଦିରେ ସେ ମନୋନିବେଶ କରିଥିଲେ । ଚଳଚ୍ଚିତ୍ର ଭିନ୍ନ ସାହିତ୍ୟ ରଚନା ଓ ପ୍ରକାଶନାରେ ମଧ୍ୟ ସେ ବ୍ରତି ଥିଲେ ।[୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୮୧(ଶ୍ରେଷ୍ଠ କାହାଣୀ - ଚିହ୍ନା ଅଚିହ୍ନା)[୩]
ଓଡ଼ିଆ କଥାଚିତ୍ରକୁ ଅବଦାନ
[ସମ୍ପାଦନା]ଗୀତ ରଚନା
[ସମ୍ପାଦନା]- ପୂଜା ଚନ୍ଦନ
- ଚିହ୍ନା ଅଚିହ୍ନା
କାହାଣୀ
[ସମ୍ପାଦନା]- ଚିହ୍ନା ଅଚିହ୍ନା
- ପ୍ରତିଶୋଧ ଅପରାଧ ନୁହେଁ
ନିର୍ଦ୍ଦେଶନା
[ସମ୍ପାଦନା]- ପ୍ରତିଶୋଧ ଅପରାଧ ନୁହେଁ[୪]
ରଚନାବଳୀ
[ସମ୍ପାଦନା]- ପ୍ରେମ ଓ ଉପହାର(ଉପନ୍ୟାସ)
- ବୁଲବୁଲ(ପତ୍ରିକା)
- ଚିତ୍ରପରୀ(ପତ୍ରିକା)[୫]
ଆଧାର
[ସମ୍ପାଦନା]- ↑ Indian Cinema. Directorate of Film Festivals, Ministry of Information and Broadcasting. 1990.
- ↑ http://sambad.in/state/binod-nanda-passes-away-24674/
- ↑ "ଚିହ୍ନା ଅଚିହ୍ନା". ନିତିଦିନ 'ନଜର୍'. Retrieved 7 May 2017.[permanent dead link]
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 293–. ISBN 978-1-135-94318-9.
- ↑ ସମାଜ ୧୦/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ https://samajaepaper.in/pagezoomsinwindows.php?img=https://samajaepaper.in/epaperimages//10112017//10112017-md-ct-1.jpg&id=19495&boxid=1011201723435193&cid=4&mod=1&pagenum=0. Retrieved 10 November 2017.
{{cite news}}
: Missing or empty|title=
(help)