ପୂଜାରିଣୀ

ଉଇକିପିଡ଼ିଆ‌ରୁ
ପୂଜାରିଣୀ
ନିର୍ଦ୍ଦେଶକଜଲାଲ ଆଦେନୀ
କଳାକାରନରେନ୍ଦ୍ର କୁମାର ବେହେରା
ନିହାରିକା ସାହୁ
ସଙ୍ଗୀତଜଲାଲ ଆଦେନୀ
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ

ପୂଜାରିଣୀ ୧୯୮୧ ମସିହାର ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଜଲାଲ ଆଦେନୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଓ ସ୍ୱର ସଂଯୋଜନା କରିଥିଲେ ।

ନରେନ୍ଦ୍ର କୁମାର ବେହେରା ଓ ନିହାରିକା ସାହୁ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜଲାଲ ଆଦେନୀ । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ତାନସେନ ସିଂ, ମନ୍ନା ଡେ, ସୁରେଶ ୱାଡ଼େକର, ଜବିନ ଆଦେନୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଗଙ୍ଗା ହେ କୁହ ସବୁରି କଳଙ୍କ"ଅନୁରାଧା ପୌଡ଼ୱାଲ 
2."କିଛି ନୁହେଁ ତୋର"ମନ୍ନା ଡେ 
3."କହିବୁ ବୋଉ ଲୋ"ଅନୁରାଧା ପୌଡ଼ୱାଲ 
4."କହିଥିଲୁ ମିଛି ମିଛିକା"ଜୁବିନ ଆଦେନୀ 
5."ମୁଁ ନେବି ଜନମ"ସୁରେଶ ୱାଡ଼େକର, ଜୁବିନ ଆଦେନୀ 
6."ନା ଯା ଲୋ ନା ଯା"ଅନୁରାଧା ପୌଡ଼ୱାଲ 
7."ରୁଷିଛି ଅଭିମାନିନୀ"ତାନସେନ ସିଂ 
8."ସବୁ କଥାରେ ହୁଁ ମାରୁଚୁ"ତାନସେନ ସିଂ 

ଆଧାର[ସମ୍ପାଦନା]

  1. "Pujarini (1981), Odia Song mp3 Download". odiafresh.com (in ଇଂରାଜୀ). Retrieved 23 June 2023.

ବାହାର ଆଧାର[ସମ୍ପାଦନା]