ଧରଣୀଧର ପ୍ରଧାନ

ଉଇକିପିଡ଼ିଆ‌ରୁ
ଧରଣୀଧର ପ୍ରଧାନ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀନାରାୟଣ ସାହୁ
ପର ଅଧିକାରୀବିବୁଧେନ୍ଦ୍ର ପ୍ରତାପ ଦାସ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-10-26)ଅକ୍ଟୋବର ୨୬, ୧୯୩୪
ମୃତ୍ୟୁ୩୦ ଜାନୁଆରୀ ୨୦୦୬(2006-01-30) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ଜୀବନ ସାଥୀସରସ୍ୱତୀ ପ୍ରଧାନ
ବାପା/ବୋଉମାଗୁଣି ଚରଣ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଧରଣୀଧର ପ୍ରଧାନ (୨୬ ଅକ୍ଟୋବର ୧୯୩୪ - ୩୦ ଜାନୁଆରୀ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଧରଣୀଧର ପ୍ରଧାନ ୧୯୩୪ ମସିହାର ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଗୁଣି ଚରଣ ପ୍ରଧାନ ଓ ପତ୍ନୀଙ୍କ ନାମ ସରସ୍ୱତୀ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଧରଣୀଧର ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟର ନେତା ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଧରଣୀଧର ୨୦୦୬ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Dharanidhar Pradhan". odishaassembly.nic.in. Odisha Assembly. Retrieved 20 July 2020.