ପାଗଳ କରିଚୁ ତୁ
ପାଗଳ କରିଚୁ ତୁ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସୀତାରମ ଅଗ୍ରୱାଲ |
ସଂଳାପ | ଶ୍ରୀକାନ୍ତ ଗୌତମ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ଏସ୍ ନରସିଂହ |
କଳାକାର | ଅମ୍ଳାନ ଦାସ ରିୟା ଦେ ମିହିର ଦାସ ସିଦ୍ଧାନ୍ତ ମହାପାତ୍ର ପ୍ରିୟଙ୍କା ମହାପାତ୍ର ବିଜୟ ମହାନ୍ତି ହରିହର ମହାପାତ୍ର |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ଶୀତାଂଶୁ ମହାପାତ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧ ଅକ୍ଟୋବର ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପାଗଳ କରିଚୁ ତୁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ଏସ୍ ନରସିଂହ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରୀକାନ୍ତ ଗୌତମ ଚଳଚ୍ଚିତ୍ରଟିର ସଂଳାପ ଏବଂ ଗୀତଗୁଡ଼ିକ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧][୨][୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ[୪] ଏବଂ ରିୟା ଦେ ।[୫][୬] ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ବିଜୟ ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅମ୍ଳାନ ଦାସ[୭]
- ରିୟା ଦେ
- ମିହିର ଦାସ[୮]
- ପ୍ରିୟଙ୍କା ମହାପାତ୍ର
- ବିଜୟ ମହାନ୍ତି
- ସିଦ୍ଧାନ୍ତ ମହାପାତ୍ର
- ସାତ୍ୟକି ମିଶ୍ର
- ବିକାଶ ଦାସ
- ହରିହର ମହାପାତ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଶ୍ରୀକାନ୍ତ ଗୌତମ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ବିନୋଦ ରାଠୋଡ଼, ନମିତା ଅଗ୍ରୱାଲ, ଦିବ୍ୟା ଦାସ, କୁମାର ସାନୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ପାଗଳ କରିଚୁ ତୁ" | |
2. | "ଫୁଲ ରାଶିରେ ମନ ମୋର" | |
3. | "ପ୍ରଥମ ଦେଖାରୁ ଛାତିରେ ଜମାଟ" | |
4. | "ରହିବାକୁ ଦେ ହୃଦୟରେ ତୋର" | |
5. | "ସିନ୍ଦୁର ରକ୍ତ ସିନ୍ଦୁର" | |
6. | "ମୋତେ ପାଳଗ କରିଚୁ ତୁ" |
ଆଧାର
[ସମ୍ପାଦନା]- ↑ "Pagala Karichu Tu' Odia Film by Sarthak Films releasing on Durga Puja". Odishafiles.com. 2014-09-24. Archived from the original on 2016-04-26. Retrieved 2017-09-23.
- ↑ "Two Odia films are lined up for release during this Dussehra". Orissadiary.com. 2014-09-30. Archived from the original on 2016-03-04. Retrieved 2017-09-23.
- ↑ "Odia films set to sizzle festive season". Pratyush Patra/Telegraphindia.com. 2014-09-30. Archived from the original on 2015-03-01. Retrieved 2017-09-23.
- ↑ "ଅମ୍ଳାନଙ୍କ ପାଇଁ ଅଗ୍ନିପରୀକ୍ଷା". ସମ୍ବାଦ. 6 September 2016. Archived from the original on 27 September 2017. Retrieved 23 September 2017.
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018.
{{cite news}}
: no-break space character in|title=
at position 8 (help)CS1 maint: unrecognized language (link) - ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପାଗଳ କରିଚୁ ତୁ