Jump to content

ନୀତେଶ ଗଙ୍ଗଦେବ

ଉଇକିପିଡ଼ିଆ‌ରୁ
(ନିତେଶ ଗଙ୍ଗଦେବରୁ ଲେଉଟି ଆସିଛି)
ନୀତେଶ ଗଙ୍ଗଦେବ
ନୀତେଶ ଗଙ୍ଗଦେବ
ସାଂସଦ: ୧୭ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ, ବିଜେଡି
ପର ଅଧିକାରୀଧର୍ମେନ୍ଦ୍ର ପ୍ରଧାନ
ନିର୍ବାଚନ ମଣ୍ଡଳୀସମ୍ବଲପୁର
୧୫ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀସଞ୍ଜୀବ କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀଦେଓଗଡ଼
୧୩ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀସୁବାଷ ଚନ୍ଦ୍ର ପାଣିଗ୍ରାହୀ
ପର ଅଧିକାରୀସଞ୍ଜୀବ କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀଦେଓଗଡ଼
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ
ବାପା/ବୋଉସ୍ୱର୍ଗତଃ ପ୍ରଦୀପ୍ତ ଗଙ୍ଗଦେବ (ବାପା)
ଘରପ୍ୟାଲେସ (ମ୍ୟୁନସିପାଲିଟି ସାହି), ଦେଓଗଡ଼, ପିନ: ୭୬୮୧୦୮ ଏବଂ
୨୦୫/୨୦୬, ପ୍ଲଟ ନମ୍ବର ୧୦୯, ସୂର୍ଯ୍ୟନଗର, ୟୁନିଟ-୪, ଭୁବନେଶ୍ୱର[]
ବୃତ୍ତିରାଜନୀତିଜ୍ଞ, କୃଷି, ସମାଜସେବୀ
ୱେବସାଇଟhttps://www.facebook.com/nitesh.gangadeb

ନୀତେଶ ଗଙ୍ଗଦେବ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ସେ ସମ୍ବଲପୁରରୁ ୧୭ଶ ଲୋକ ସଭାକୁ ବିଜେପି ପକ୍ଷରୁ ନିର୍ୱାଚତ ହୋଇଥିଲେ ।[] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ନଳିନୀ କାନ୍ତ ପ୍ରଧାନଙ୍କୁ ୯,୧୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[] []

ରାଜନୈତିକ ଜୀବନ

[ସମ୍ପାଦନା]

କଂଗ୍ରେସ ପକ୍ଷରୁ ଛିଡ଼ାହୋଇ ସେ ଓଡ଼ିଶାର ୧୩ଶ ବିଧାନ ସଭାକୁ ଦେଓଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ମାର୍ଚ୍ଚ ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ ।[] ବିଜେପି ପକ୍ଷରୁ ସେ ୧୫ଶ ବିଧାନ ସଭାକୁ ପୁଣିଥରେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ସାଂସଦରୂପେ ନିର୍ବାଚିତ ହୋଇଥିଲେ ।[]

  1. "ଆର୍କାଇଭ୍ କପି" (PDF). Archived from the original (PDF) on 2021-04-13. Retrieved 2019-05-30. {{cite web}}: Cite has empty unknown parameter: |1= (help)
  2. "BJP Names Candidates for 5 Lok Sabha Constituencies, 22 Assembly Seats in Odisha". News18. Retrieved 2019-06-03.
  3. "General Election 2019 - Election Commission of India". results.eci.gov.in. Retrieved 2019-05-30.
  4. ୪.୦ ୪.୧ "Sambalpur Election result 2019: Nitesh Ganga Deb of BJP defeats BJD's Nalini Kanta Pradhan". TimesNow. Retrieved 24 May 2019.
  5. Pioneer, The. "Nitesh Ganga Deb joins BJP". The Pioneer (in ଇଂରାଜୀ). Archived from the original on 2019-06-03. Retrieved 2019-06-03.