ନନ୍ଦନକାନନ (ପତ୍ରିକା)
ଦେଖଣା
| ସମ୍ପାଦକ | ସରଳା ପତ୍ରୀ |
|---|---|
| ଭାଷା | ଓଡ଼ିଆ |
| ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା |
| ୱେବସାଇଟ | Official website |
ନନ୍ଦନକାନନ ଏକ ମାସିକ ଓଡ଼ିଆ ଶିଶୁ ପତ୍ରିକା ।[୧] ଏହା ସରଳା ପତ୍ରୀଙ୍କ ସମ୍ପାଦନାରେ ଓଡ଼ିଶାର ଭୁବନେଶ୍ୱରରୁ ପ୍ରକାଶିତ ହୋଇଥାଏ ।[୨]
ଆଧାର
[ସମ୍ପାଦନା]- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 73–. ISBN 978-81-8450-151-3.
- ↑ Orissa reference: glimpses of Orissa. TechnoCAD Systems. 2001.