ଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(ଢେଙ୍କାନାଳ (ଲୋକସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
'ଢେଙ୍କାନାଳ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦ
[ସମ୍ପାଦନା]- ୨୦୨୪: ରୁଦ୍ର ନାରାୟଣ ପାଣି (ବିଜେପି)
- ୨୦୧୯: ମହେଶ ସାହୁ (ବିଜୁ ଜନତା ଦଳ)[୩]
- ୨୦୧୪: ତଥାଗତ ଶତପଥୀ (ବିଜୁ ଜନତା ଦଳ)
- ୨୦୦୯: ତଥାଗତ ଶତପଥୀ (ବିଜୁ ଜନତା ଦଳ)
- ୨୦୦୪: ତଥାଗତ ଶତପଥୀ (ବିଜୁ ଜନତା ଦଳ)
- ୧୯୯୯: କାମାକ୍ଷା ପ୍ରସାଦ ସିଂଦେଓ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୮: ତଥାଗତ ଶତପଥୀ (ବିଜୁ ଜନତା ଦଳ)
- ୧୯୯୬: କାମାକ୍ଷା ପ୍ରସାଦ ସିଂଦେଓ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୧: କାମାକ୍ଷା ପ୍ରସାଦ ସିଂଦେଓ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୯: ଭଜମନ ବେହେରା (ଜନତା ଦଳ)
- ୧୯୮୪: କାମାକ୍ଷା ପ୍ରସାଦ ସିଂଦେଓ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୦: କାମାକ୍ଷା ପ୍ରସାଦ ସିଂଦେଓ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୭: ଦେବେନ୍ଦ୍ର ଶତପଥୀ (ଭାରତୀୟ ଲୋକ ଦଳ)
- ୧୯୭୭: ଦେବେନ୍ଦ୍ର ଶତପଥୀ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୬୭: କାମାକ୍ଷା ପ୍ରସାଦ ସିଂଦେଓ (ସ୍ୱତନ୍ତ୍ର ପାର୍ଟି)
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.