ଜୟ ହିନ୍ଦ୍

ଉଇକିପିଡ଼ିଆ‌ରୁ
ଜୟ ହିନ୍ଦ୍
ନିର୍ଦ୍ଦେଶକରଞ୍ଜନ ମିଶ୍ର
ପ୍ରଯୋଜକପ୍ରଭାତି ମହାପାତ୍ର
ସଂଳାପଆଶୁତୋଷ ବାରିକ
ସନ୍‌ଚିତ୍
ଚିତ୍ରନାଟ୍ୟରଞ୍ଜନ ମିଶ୍ର
କାହାଣୀପ୍ରଭାତି ମହାପାତ୍ର
କଳାକାରଦୀପନ
ଅମ୍ରିତା
ମୀନକେତନ
ଅକ୍ଷୟ ବସ୍ତିଆ
ନମ୍ରତା ଦାସ
ସରୋଜ ଦାସ
ଚୌଧୁରୀ ବିକାଶ ଦାସ
ହାଡ଼ୁ
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା
ମୁକ୍ତିଲାଭ ତାରିଖ
୪ ଅପ୍ରେଲ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଜୟ ହିନ୍ଦ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତି ମହାପାତ୍ର । ପ୍ରଭାତି ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ । ଆଶୁତୋଷ ବାରିକ ଏବଂ ସନ୍‌ଚିତ୍ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶନ ରଞ୍ଜନ ମିଶ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୨]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ ଦାସ ଏବଂ ଅମ୍ରିତା । ମୀନକେତନ, ଅକ୍ଷୟ ବସ୍ତିଆ, ନମ୍ରତା ଦାସ, ସରୋଜ ଦାସ, ଚୌଧୁରୀ ବିକାଶ ଦାସ, ହାଡ଼ୁ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍‌ଲା[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏ କେମିତି ପ୍ରେମ ଆମର" 
2."ଫୁଲର ସ‌ହରେ ହଜାରେ ଭଅଁର" 
3."ଜୟ ହିନ୍ଦ୍" 

ଆଧାର[ସମ୍ପାଦନା]

  1. ସମାଜ (ରବିବାର) (in Odia). Odisha. 30 September 2018. p. 8 http://www.webcitation.org/72tXDGb9i. Archived from the original on 3 October 2018. Retrieved 3 October 2018. {{cite news}}: Missing or empty |title= (help)CS1 maint: unrecognized language (link)
  2. ୨.୦ ୨.୧ ୨.୨ "Jai Hind first oriya period movie". Incrdible Orissa. 17 September 2013. Retrieved 7 September 2017.

ବାହାର ଆଧାର[ସମ୍ପାଦନା]