Jump to content

ଜଗନ୍ନାଥ ମନ୍ଦିର, ବାରିପଦା

ଉଇକିପିଡ଼ିଆ‌ରୁ


ଜଗନ୍ନାଥ ମନ୍ଦିର, ବାରିପଦା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବାରିପଦା,ମୟୂରଭଞ୍ଜ
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶା ରାଜ୍ୟର ବାରିପଦା ନଗରଠାରେ ଅବସ୍ଥିତ ।[] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।ଏହି ମନ୍ଦିରର ନିର୍ମାଣ  ପଛରେ ଥିବା  ଐତିହାସିକ କିମ୍ବଦନ୍ତୀ ଓ ଏଠାରେ ପାଳିତ ହେଉ ଥିବା ପୁରୀ ପରେ ଦ୍ୱିତୀୟ ପୁରାତନ ରଥ ଯାତ୍ରା ପାଇଁ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧ ଲାଭ କରିଛି

ଅବସ୍ଥାନ

[ସମ୍ପାଦନା]

ପ୍ରମୁଖ ଦେବତା

[ସମ୍ପାଦନା]

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣ

[ସମ୍ପାଦନା]

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।

ମନ୍ଦିରର ଆଗପଟ ମୁଖ୍ୟ ଦ୍ୱାର ସହିତ
ନାଟ ମଣ୍ଡପ ସହିତ ମନ୍ଦିର
ମନ୍ଦିର
ମନ୍ଦିର
ରଥ ଓ ମନ୍ଦିରର ପାର୍ଶ୍ୱ ପଟ

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]