ଗୋପରେ ବଢୁଚି କଳାକହ୍ନେଇ
Jump to navigation
Jump to search
ଗୋପରେ ବଢ଼ୁଛି କଳା କହ୍ନେଇ | |
---|---|
ନିର୍ଦ୍ଦେଶକ | ସାଧୁ ମେହେର |
ପ୍ରଯୋଜକ | ବିଜୟ କୁମାର |
କଳାକାର | ସିଦ୍ଧାନ୍ତ ମହାପାତ୍ର ଋତୁପର୍ଣ୍ଣା ସେନଗୁପ୍ତା ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି |
ସଙ୍ଗୀତ | ବଚ୍ଚୁ ମୁଖାର୍ଜୀ |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
ମୁକ୍ତିଲାଭ ତାରିଖ | ୨୧ ଅପ୍ରେଲ ୧୯୯୪ |
ଦେଶ | ![]() |
ଭାଷା | ଓଡ଼ିଆ |
ଗୋପରେ ବଢ଼ୁଛି କଳା କହ୍ନେଇ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର । ସାଧୁ ମେହେର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ଋତୁପର୍ଣ୍ଣା ସେନଗୁପ୍ତା, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ମିହିର ଦାସ, ମାମିନା, ଅସୀତ ପତି, ମହାଶ୍ୱେତା ରାୟ, ସମାଜ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ସିଦ୍ଧାନ୍ତ ମହାପାତ୍ର
- ଋତୁପର୍ଣ୍ଣା ସେନଗୁପ୍ତା
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ମିହିର ଦାସ
- ମାମିନା
- ଅସୀତ ପତି
- ମହାଶ୍ୱେତା ରାୟ
- ସମାଜ ପତି
- ଜୟୀରାମ ସାମଲ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚ୍ଚୁ ମୁଖାର୍ଜୀ । ଧୀର ବାସା, ବିଜୟ କୁମାର ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, କବିତା କ୍ରିଷ୍ଣମୂର୍ତ୍ତୀ, ଉଦିତ ନାରାୟଣ, ଅନୁରାଧା ପଢ଼ୁଆଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଗୋପରେ ବଢୁଚି କଳାକହ୍ନେଇ ଇଣ୍ଟରନେଟ ମୁଭି ଡାଟାବେସରେ