ଗୋପରେ ବଢୁଚି କଳାକହ୍ନେଇ

ଉଇକିପିଡ଼ିଆ ରୁ
Jump to navigation Jump to search
ଗୋପରେ ବଢ଼ୁଛି କଳା କ‌ହ୍ନେଇ
ନିର୍ଦ୍ଦେଶକସାଧୁ ମେହେର
ପ୍ରଯୋଜକବିଜୟ କୁମାର
କଳାକାରସିଦ୍ଧାନ୍ତ ମହାପାତ୍ର
ଋତୁପର୍ଣ୍ଣା ସେନ‌ଗୁପ୍ତା
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ବିଜୟ ମହାନ୍ତି
ସଙ୍ଗୀତବଚ୍ଚୁ ମୁଖାର୍ଜୀ
ଚିତ୍ରଗ୍ରହଣଅଶୋକ ସ୍ୱାଇଁ
ମୁକ୍ତିଲାଭ ତାରିଖ
୨୧ ଅପ୍ରେଲ ୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ଗୋପରେ ବଢ଼ୁଛି କଳା କ‌ହ୍ନେଇ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର । ସାଧୁ ମେହେର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ଋତୁପର୍ଣ୍ଣା ସେନ‌ଗୁପ୍ତା, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ମିହିର ଦାସ, ମାମିନା, ଅସୀତ ପତି, ମହାଶ୍ୱେତା ରାୟ, ସମାଜ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚ୍ଚୁ ମୁଖାର୍ଜୀ । ଧୀର ବାସା, ବିଜୟ କୁମାର ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, କବିତା କ୍ରିଷ୍ଣମୂର୍ତ୍ତୀ, ଉଦିତ ନାରାୟଣ, ଅନୁରାଧା ପଢ଼ୁଆଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]