ଗଣେଶ୍ୱରପୁର
ଦେଖଣା
ଗଣେଶ୍ୱରପୁର | |
|---|---|
ଗାଁ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ପୁରୀ |
| Elevation | 8 m (26 ft) |
| Population (2001) | |
| • Total | ୧,୮୦୦ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+୫.୩୦ (ଆଇ.ଏସ୍.ଟି) |
| ପିନ୍ | ୭୫୨୧୧୦ |
| ଦୁରଭାଷ କୋଡ | ୦୬୭୫୮ |
ଗଣେଶ୍ୱରପୁର ଓଡ଼ିଶାର ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ଅଟେ । ଏହା ୧୫୦୦ ଖ୍ରୀଷ୍ଟାବ୍ଦରେ ପୁରୀ ଗଜପତି ପ୍ରତାପରୁଦ୍ରଦେବଙ୍କଦ୍ୱାରା ସ୍ଥାପିତ ହେଇଥିଲା।
ଇତିହାସ
[ସମ୍ପାଦନା]କିମ୍ବଦନ୍ତୀ ଅନୁସାରେ କାଞ୍ଚି ଅଭିଯାନ ପରେ ଗଜପତି ପ୍ରତାପରୁଦ୍ରଦେବ ତାଙ୍କ ମନ୍ତ୍ରୀ ଗଣେଶ୍ୱରଦେବଙ୍କ ନାମ ଅନୁସାରେ ଏହି ଗାଁର ନାମ ରଖିଥିଲେ।
ରାଜନୀତି
[ସମ୍ପାଦନା]ଭୂଗୋଳ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଆଧାର
[ସମ୍ପାଦନା]ବିଶେଷତା
[ସମ୍ପାଦନା]ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |