କେଦାର ଗୌରୀ
Appearance
କେଦାର ଗୌରୀ | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
ପ୍ରଯୋଜକ | ଧୀର ବିଶ୍ୱାଳ, ମନୋରଞ୍ଜନ ଦାସ |
ସଂଳାପ | ମନୋରଞ୍ଜନ ଦାସ |
ଚିତ୍ରନାଟ୍ୟ | ମନୋରଞ୍ଜନ ଦାସ |
କାହାଣୀ | ମନୋରଞ୍ଜନ ଦାସ |
କଳାକାର | ବୀଣା, କିଶୋରୀ ଦେବୀ, ଗୌର ଘୋଷ, ଲକ୍ଷ୍ମୀ, ଗ୍ଲୋରିଆ ମହାନ୍ତି |
ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୫୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କେଦାର ଗୌରୀ ୧୯୫୪ମସିହାରେ[୧] ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନିତାଇ ପାଲିତ[୨] ଓ ମନୋରଞ୍ଜନ ଦାସଙ୍କ ଯୌଥ ନିର୍ଦ୍ଦେଶନାରେ[୩] ତିଆରି ହେଇଥିଲା ।[୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆକଥାଚିତ୍ର ‘କେଦାର ଗୌରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ବୀଣା
- କିଶୋରି ଦେବୀ
- ଗୌର ଘୋଷ
- ଲକ୍ଷ୍ମୀ
- ଗ୍ଲୋରିଆ ମହାନ୍ତି
- ସଞ୍ଜୁକ୍ତା ପାଣିଗ୍ରାହୀ
- ରାଧାରାଣୀ
- ରୀତା
- ସୀଲା ଉଲ୍ଲାସ
- ଗୋବିନ୍ଦ ତେଜ [୫](ପ୍ରଥମ ଅଭିନୟ)
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ଗୀତ : କାଳୀଚରଣ ପଟ୍ଟନାୟକ[୬]
- ସଙ୍ଗୀତ : ବାଳକୃଷ୍ଣ ଦାସ
ଆଧାର
[ସମ୍ପାଦନା]- ↑ T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
- ↑ "ଆର୍କାଇଭ୍ କପି". Archived from the original on 2013-03-07. Retrieved 2016-03-29.
{{cite web}}
: Cite has empty unknown parameter:|1=
(help) - ↑ "Kedar Gouri Movie | Oriya Film Director, Star Cast, Release, Music". incredibleorissa.com. 2012. Archived from the original on 6 January 2013. Retrieved 14 June 2012.
Year : 1954, Director : Nitai Palit
- ↑ "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016.
{{cite news}}
:|first=
missing|last=
(help) - ↑ Thought. Siddharta Publications. 1956.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କେଦାର ଗୌରୀ