କାଶିଆ କପିଳା
ଦେଖଣା
| କାଶିଆ କପିଳା | |
|---|---|
| ନିର୍ଦ୍ଦେଶକ | ଜିତେନ୍ଦ୍ର ମହାପାତ୍ର |
| ପ୍ରଯୋଜକ | ବାସୁଦେବ ତ୍ରିପାଠି[୧] |
| କଳାକାର | ଦେବୁ ବୋଷ, ଶ୍ରୀତମ ଦାସ, ମେଘନା ମିଶ୍ର, ଉସଷି ମିଶ୍ର, ରୁନୁ ପରିଜା, ହର ପଟ୍ଟନାୟକ |
| ସଙ୍ଗୀତ | ଅଭିଜିତ ମଜୁମଦାର |
| ସମ୍ପାଦକ | ଦେବେନ ମିଶ୍ର[୨][୩] |
ମୁକ୍ତିଲାଭ ତାରିଖ | ୨୦୦୦ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
କାଶିଆ କପିଳା '୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଜିତେନ୍ଦ୍ର ମହାପାତ୍ରଙ୍କ ଦେଇ ନିର୍ଦ୍ଦେଶିତ ହୋଇଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘କାଶିଆ କପିଳା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ର ଜରିଆରେ ପ୍ରଥମ ଥର ପାଇଁ କଥାଚିତ୍ରରେ ଗୀତ ରଚନା କରିବା ଆରମ୍ଭ କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2014-11-10. Retrieved 2016-02-04.
{{cite web}}: Cite has empty unknown parameter:|1=(help) - ↑ "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
- ↑ "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
- ↑ "ଆର୍କାଇଭ୍ କପି". Archived from the original on 2008-12-23. Retrieved 2016-02-04.
{{cite web}}: Cite has empty unknown parameter:|1=(help) - ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
- ↑ ପଣ୍ଡା, ଗୌରୀ ଶଙ୍କର (26 July 2025). "ଅରୁଣଙ୍କ ଦ୍ୱିଶତକ". ସମ୍ବାଦ (in Odia). Retrieved 27 May 2026.
{{cite news}}: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାଶିଆ କପିଳା