କନ୍ୟାଦାନ (୨୦୨୩ ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Kanyadana (2023 Odia film)ରୁ ଲେଉଟି ଆସିଛି)
କନ୍ୟାଦାନ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକକବିର ଦାସ
ସଂଳାପପ୍ରିୟବ୍ରତ
ଚିତ୍ରନାଟ୍ୟପ୍ରିୟବ୍ରତ
କାହାଣୀପ୍ରିୟବ୍ରତ
କଳାକାରମହାଶ୍ୱେତା ରାୟ
ଜସ୍ମିନ ରଥ
ବିକ୍ରମ କେଶରୀ ମହାନ୍ତି
ଅମିର
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣଡି. ଶ୍ରୀନିବାସ
ସମ୍ପାଦକରାଜେଶ ଦାଶ
Production
company
ଜୀ ସାର୍ଥକ ଫିଲ୍ମସ୍
ମୁକ୍ତିଲାଭ ତାରିଖ
୨୯ ଜାନୁଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

କନ୍ୟାଦାନ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ କବିର ଦାସ । ପ୍ରିୟବ୍ରତ ଏହି କଥାଚିତ୍ରଟିର କାହଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨] ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ବିକ୍ରମ ମହାନ୍ତି, ଜସ୍ମିନ ରଥ ଓ ଅମିର । ମହାଶ୍ୱେତା ରାୟ, ଅଶୋକ ଦାସ, ନମିତା ଦାସ, ଦେବୁ ପଟ୍ଟନାୟକ, ଐଶ୍ୱର୍ଯ୍ୟା ବେହେରା, ବିଦୁଭୂଷଣ ଷଡ଼ଙ୍ଗୀ, ଆରାଧନା, କେଶବ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଜାନୁଆରୀ ୨୯ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ[୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ, ସୁଭାଶିଷ ଲେଙ୍କା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୨୦ ଜାନୁଆରୀ ୨୦୨୩ରେ ଏହି କଥାଚିତ୍ରଟିର ଅଡ଼ିଓ ରିଲିଜ୍ ହୋଇଥିଲା ।[୫]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ରେ ପରଦେଶୀ"ନିର୍ମଳ ନାୟକସୁଭାଶିଷ, ଅନ୍ତରା ଚକ୍ରବର୍ତ୍ତୀ 
2."ସଜନୀ"   
3."କିଏ ଟାଣିଦେଲା ଏ ଲକ୍ଷ୍ମଣରେଖା"   
4."ମା'ଟିଏ ପରା ତୁହି"   

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ଜସ୍ମିନ୍‌ଙ୍କ ଅଭିନୟ ଯାତ୍ରା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  2. "କନ୍ୟାଦାନ". ସକାଳ. No. ଭୁବନେଶ୍ୱର. 22 January 2023. p. 14. Archived from the original on 24 March 2023. Retrieved 24 March 2023.
  3. ୩.୦ ୩.୧ "ଗୌରୀନାନୀଙ୍କ ଖୁସି". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
  4. "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'କନ୍ୟାଦାନ'ର ଅଡିଓ ଲୋକାର୍ପିତ". ସକାଳ. No. ଭୁବନେଶ୍ୱର. 21 January 2023. p. 10. Archived from the original on 24 March 2023. Retrieved 24 March 2023.
  5. "୨୯ରେ ଜୀ-ସାର୍ଥକରେ ଆସିବ 'କନ୍ୟାଦାନ'". ଡୁମାଣୀ ଖବର. 24 January 2023. p. 8. Archived from the original on 24 March 2023. Retrieved 24 March 2023.

ବାହାର ଆଧାର[ସମ୍ପାଦନା]