ଏଇ ଆଖି ଆମ ସାକ୍ଷୀ
Jump to navigation
Jump to search
ଏଇ ଆଖି ଆମ ସାକ୍ଷୀ | |
---|---|
ନିର୍ଦ୍ଦେଶକ | ଅରବିନ୍ଦ ପାଣ୍ଡେ |
ପ୍ରଯୋଜକ | ସନ୍ତୋଷ ଭୂୟାଁ |
ଚିତ୍ରନାଟ୍ୟ | ଅରବିନ୍ଦ ପାଣ୍ଡେ |
କାହାଣୀ | ଅରବିନ୍ଦ ପାଣ୍ଡେ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀକାନ୍ତ ଗୌତମ, ବିଜୟ ମହାନ୍ତି, ଜୟୀରାମ ସାମଲ |
ସଙ୍ଗୀତ | ମହମ୍ମଦ ମୁସୀର |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୯୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏଇ ଆଖି ଆମ ସାକ୍ଷୀ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ ଭୂୟାଁ । ଅରବିନ୍ଦ ପାଣ୍ଡେ ଏହି କଥାଚିତ୍ରଟିର କାହାଣୀ ଓ ଚିନତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀକାନ୍ତ ଗୌତମ, ବିଜୟ ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ଆଖି ଆମ ସାକ୍ଷୀ