ଏଇ ଆଖି ଆମ ସାକ୍ଷୀ
ଦେଖଣା
ଏଇ ଆଖି ଆମ ସାକ୍ଷୀ | |
---|---|
ନିର୍ଦ୍ଦେଶକ | ଅରବିନ୍ଦ ପାଣ୍ଡେ |
ପ୍ରଯୋଜକ | ସନ୍ତୋଷ ଭୂୟାଁ |
ଚିତ୍ରନାଟ୍ୟ | ଅରବିନ୍ଦ ପାଣ୍ଡେ |
କାହାଣୀ | ଅରବିନ୍ଦ ପାଣ୍ଡେ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀକାନ୍ତ ଗୌତମ, ବିଜୟ ମହାନ୍ତି, ଜୟୀରାମ ସାମଲ |
ସଙ୍ଗୀତ | ମହମ୍ମଦ ମୁସୀର |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୯୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏଇ ଆଖି ଆମ ସାକ୍ଷୀ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ ଭୂୟାଁ । ଅରବିନ୍ଦ ପାଣ୍ଡେ ଏହି କଥାଚିତ୍ରଟିର କାହାଣୀ ଓ ଚିନତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀକାନ୍ତ ଗୌତମ, ବିଜୟ ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ Sahoo, Biswajit (2023-07-07). "ଓଡ଼ିଶାଲାଇଭ୍ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-08-29.
- ↑ "ପରଲୋକରେ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା". ସମ୍ବାଦ (in od-IN). No. ଅନୁଗୋଳ. ଢେଙ୍କାନାଳ. 17 February 2024. p. 18. Archived from the original on 17 February 2024. Retrieved 17 February 2024.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ଆଖି ଆମ ସାକ୍ଷୀ