ଉଇକିପିଡ଼ିଆ:ମହାତ୍ମା ଗାନ୍ଧୀ ଗଣସମ୍ପାଦନା ୨୦୨୩

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୩ ୨୦୨୧ ୨୦୨୦
ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା ୨୦୨୩
୩୦ ସେପ୍ଟେମ୍ବର – ୨ ଅକ୍ଟୋବର ୨୦୨୩
ଗଢ଼ା/ଉନ୍ନତ ହୋଇଥିବା ପ୍ରସଙ୍ଗ ସଂଖ୍ୟା: ୨୮


ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ପ୍ରସଙ୍ଗ‌ଗୁଡ଼ିକୁ ଲେଖାଯାଏ । ୨୦୨୦ ଓ ୨୦୨୧ ମସିହାରେ CIS-A2K ଦ୍ୱାରା ଦୁଇ ଦିନିଆ ଗଣ-ସମ୍ପାଦନା ଆୟୋଜନ କରାଯାଇଥିଲା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆ ଭାଗ ନେଇଥିଲା । ୨୦୨୩ ମସିହାରେ ଓଡ଼ିଆ ଉଇକିମିଡ଼ିଆନ୍‌ସ୍ ଇଉଜର ଗ୍ରୁପ ଦ୍ୱାରା ଏହା ପ୍ରଥମ ଥର ପାଇଁ ଏକାକୀ ଆୟୋଜନ କରାଯାଇଛି ।

ଉଇକିପିଡ଼ିଆ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ବିଶ୍ୱାସ ରଖେ । ତେଣୁ ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳୀମାନଙ୍କୁ ଏକ ଛୋଟ ଉପ‌ହାର ପ୍ରଦାନ କରାଯାଇଥାଏ । ଭାଗ ନେଇଥିବା ସମସ୍ତ ଉଇକିଆଳିଙ୍କୁ ଏକ ଇ-ମାନପତ୍ର ପ୍ରଦାନ କରାଯାଇଥାଏ ।

ପ୍ରସଙ୍ଗ ତାଲିକା

ଗଣସମ୍ପାଦନାର ନିୟମ

  • ଏହି ଗଣ-ସମ୍ପାଦନାରେ ମହାତ୍ମା ଗାନ୍ଧୀଙ୍କ ପରିବାର ତଥା ତାଙ୍କ ସହିତ ଜଡ଼ିତ ବିଷୟ ଓ ଲୋକଙ୍କ ଉପରେ ପ୍ରସଙ୍ଗ ତିଆରି କରିପାରିବେ ।
  • ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ କିମ୍ବା ଗାନ୍ଧୀବାଦୀ ବ୍ୟକ୍ତିତ୍ୱଙ୍କ ଉପରେ ମଧ୍ୟ ଲେଖିପାରିବେ ।
  • ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
  • ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
  • ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।

ଆୟୋଜକ

ଅଂଶଗ୍ରହଣ କରିଥିବା ଉଇକିଆଳି

  1. ଗପୁ (ମୋ ଆଲୋଚନା) ୧୪:୨୨, ୨୮ ସେପ୍ଟେମ୍ବର ୨୦୨୩ (IST)[reply]
  2. Aliva Sahoo (ମୋ ଆଲୋଚନା) ୧୪:୫୦, ୨୮ ସେପ୍ଟେମ୍ବର ୨୦୨୩ (IST)[reply]
  3. Hpsatapathy (ମୋ ଆଲୋଚନା) ୧୬:୧୨, ୨୯ ସେପ୍ଟେମ୍ବର ୨୦୨୩ (IST)[reply]

ପ୍ରସଙ୍ଗ Submit କରନ୍ତୁ

ଓଡ଼ିଆ ଉଇକିପିଡ଼ିଆରେ ଏହି ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ଫଳାଫଳ

ତିନି ଦିନ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ ସମୁଦାୟ ୨୬ ଗୋଟିଏ ପ୍ରସଙ୍ଗ ଗଢ଼ାଯାଇଥିଲା । ସଂଗ୍ରାମ କେଶରୀ ସେନାପତି ୧୨ଟି, ଅଲିଭା ସାହୁ ୧୦ଟି ଓ ହରିହର ଶତପଥୀ ୪ଟି ପ୍ରସଙ୍ଗ ଗଢ଼ିଥିଲେ । ଜ୍ଞାନ ରଞ୍ଜନ ସାହୁ, ଏହି ଗ‌ଣ-ସମ୍ପାଦନା ଅଧିନରେ ମହତ୍ମା ଗାନ୍ଧୀଙ୍କ ପ୍ରସଙ୍ଗଟିକୁ ସଜାଡ଼ିଥିଲେ ଏବଂ ୩ ଲକ୍ଷ ୬୦ ହଜାର ପାଖାପାଖି ବାଇଟ୍‌ସ୍‌ର ତଥ୍ୟ ଯୋଡ଼ିଥିଲେ, ଫଳରେ ଏହା ଲମ୍ବାପୃଷ୍ଠା ତାଲିକାରେ ପ୍ରଥମରେ ରହିଥିଲା ।

ଗଢ଼ାଯାଇଥିବା ପ୍ରସଙ୍ଗ ତାଲିକା

ଅଲିଭା ସାହୁ

ହରିହର ଶତପଥୀ

ସଂଗ୍ରାମ କେଶରୀ ସେନାପତି

ଦରକାରୀ ଲିଙ୍କ