ଉଇକିପିଡ଼ିଆ:ମହାତ୍ମା ଗାନ୍ଧୀ ଗଣସମ୍ପାଦନା ୨୦୨୧
ଦେଖଣା
ହୋମ୍ | ୨୦୨୩ | ୨୦୨୧ | ୨୦୨୦ |
ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା ୨୦୨୧
୨ ଓ ୩ ଅକ୍ଟୋବର ୨୦୨୧
ଗଢ଼ା ଯାଇଥିବା ପ୍ରସଙ୍ଗ ସଂଖ୍ୟା: ୩
ପ୍ରସଙ୍ଗ ତାଲିକା
ଗଣସମ୍ପାଦନାର ନିୟମ
- ଏହି ଗଣ-ସମ୍ପାଦନାରେ ମହାତ୍ମା ଗାନ୍ଧୀଙ୍କ ପରିବାର ତଥା ତାଙ୍କ ସହିତ ଜଡ଼ିତ ବିଷୟ ଓ ଲୋକଙ୍କ ଉପରେ ପ୍ରସଙ୍ଗ ତିଆରି କରିପାରିବେ ।
- ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ କିମ୍ବା ଗାନ୍ଧୀବାଦୀ ବ୍ୟକ୍ତିତ୍ୱଙ୍କ ଉପରେ ମଧ୍ୟ ଲେଖିପାରିବେ ।
- ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
- ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
- ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।
ଆୟୋଜକ
ଅଂଶଗ୍ରହଣ କରିଥିବା ଉଇକିଆଳି
- ସଂଗ୍ରାମ କେଶରୀ ସେନାପତି
- ପ୍ରିତିରଞ୍ଜନ ତ୍ରିପାଠୀ
ଫଳାଫଳ
ଏହି ଗଣ-ସମ୍ପାଦନାରେ ସମୁଦାୟ ୨ ଜଣ ଉଇକିଆଳି ଭାଗ ନେଇଥିଲେ ଓ ୩ଟି ପ୍ରସଙ୍ଗ ଗଢ଼ିଥିଲେ ।
ଗଢ଼ାଯାଇଥିବା ପ୍ରସଙ୍ଗ ତାଲିକା
- ମହାତ୍ମା ଗାନ୍ଧୀଙ୍କ ପରିବାର - ସଂଗ୍ରାମ କେଶରୀ ସେନାପତି
- ଶାମଲଦାସ ଗାନ୍ଧୀ - ସଂଗ୍ରାମ କେଶରୀ ସେନାପତି
- ଗାନ୍ଧୀଜୀଙ୍କର ଓଡ଼ିଶା ଗସ୍ତ - ପ୍ରତିରଞ୍ଜନ ତ୍ରିପାଠୀ