ପୁତଲିବାଈ ଗାନ୍ଧୀ

ଉଇକିପିଡ଼ିଆ‌ରୁ
ପୁତଲିବାଈ ଗାନ୍ଧୀ
ଜନ୍ମ୧୮୪୪[୧]
ଦନ୍ତ୍ରାରା, ଜୁନାଗଡ଼, ବ୍ରିଟିଶ ଭାରତ[୨]
ମୃତ୍ୟୁ୧୨ ଜୁନ ୧୮୯୧(1891-06-12) (ବୟସ ୪୬–୪୭)
ଜାତୀୟତାବ୍ରିଟିଶ ଭାରତୀୟ
ପ୍ରସିଦ୍ଧିମହାତ୍ମା ଗାନ୍ଧୀଙ୍କ ମାଆ
ବୈବାହିକ-ସାଥୀକରମଚାନ୍ଦ ଗାନ୍ଧୀ (ବିବାହ: ୧୮୫୭)
ସନ୍ତାନ
  • ଲକ୍ଷ୍ମୀଦାସ
  • କରସାନଦାସ
  • ରାଲିଆତବେହେନ
  • ମୋହନଦାସ

ପୁତଲିବାଈ କରମଚାନ୍ଦ ଗାନ୍ଧୀ (୧୮୪୪ – ୧୨ ଜୁନ ୧୮୯୧) ହେଉଛି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ମାତା ତଥା ପୂର୍ବତନ ରାଜକୋଟ ଦେୱନ କରମଚାନ୍ଦ ଗାନ୍ଧୀଙ୍କ ପତ୍ନୀ ଥିଲେ । ସେ ହିନ୍ଦୁ ଧର୍ମ ଅବଲମ୍ବାମ୍ବି ଥିଲେ,[୩] ଯାହାଙ୍କଠାରୁ ମହାତ୍ମା ଗାନ୍ଧୀ ଧର୍ମ ବିଷୟରେ ଶିକ୍ଷା ଲାଭ କରିଥିଲେ । ସେ ତତ୍କାଳୀନ ଜୁନାଗଡ ରାଜ୍ୟର ଦନ୍ତ୍ରାନା ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ କରମଚାନ୍ଦ ଗାନ୍ଧୀଙ୍କଠାରୁ ବାଇଶି ବର୍ଷ ସାନ ଥିଲେ[୪] ଯିଏକି ତାଙ୍କର ପ୍ରଥମ ଦୁଇ ପତ୍ନୀ ଶୀଘ୍ର ମରିଯିବା ପରେ ଏବଂ ତୃତୀୟ ପତ୍ନୀ ସନ୍ତାନହୀନ ଥିବାବେଳେ ତାଙ୍କୁ ବିବାହ କରିଥିଲେ । ମୋହନଦାସ ତାଙ୍କର ସାନପୁଅ ଥିଲେ, ଯାହାକୁ ସେ ସ୍ନେହରେ ମୋନିଆ ବୋଲି ଡାକୁଥିଲେ । ମହାତ୍ମା ଗାନ୍ଧୀ ତାଙ୍କ ଲଣ୍ଡନ ଯିବା ପରେ ତାଙ୍କ ମାଆ ଏବଂ ତାଙ୍କ ଅବସ୍ଥା ବିଷୟରେ ତାଙ୍କ ଆତ୍ମଜୀବନୀ, ଦି ଷ୍ଟୋରୀ ଅଫ୍ ମାଇଁ ଏକ୍ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍ରେ ଲେଖିଥିଲେ ।[୫][୬]

ଆଧାର[ସମ୍ପାଦନା]

  1. "Putlibai Gandhi". geni_family_tree (in ଆମେରିକୀୟ ଇଂରାଜୀ). Retrieved 2021-09-01.
  2. Guha, Ramachandra (2014-10-15). Gandhi before India (in ଇଂରାଜୀ). Penguin Books Limited. ISBN 978-93-5118-322-8.
  3. "Putlibai | GANDHIJI". www.mkgandhi.org. Retrieved 2021-09-01.
  4. Mohan, G. Ram (2015-08-25). "The meaning of celebrating Putlibai Day". The Hindu (in Indian English). ISSN 0971-751X. Retrieved 2021-09-01.
  5. Guha 2015, p. 32
  6. Rajmohan, Gandhi (2006). Gandhi: The Man, His People, and the Empire. pp. 20–21. ISBN 978-0-520-25570-8.