ଶଙ୍କରରାଓ ଦେଓ

ଉଇକିପିଡ଼ିଆ‌ରୁ
ଶଙ୍କରରାଓ ଦେଓ
ଜାତୀୟତାଭାରତୀୟ
ସତ୍କାର୍ଯ୍ୟତ୍ତେଜକ ସଭା
ଆନ୍ଦୋଳନସମ୍ୟୁକ୍ତ ମହାରାଷ୍ଟ୍ର

ଶଙ୍କରରାଓ ଦେଓ (୪ ଜାନୁୟାରୀ ୧୮୯୪ – ୩୦ ଡିସେମ୍ବର ୧୯୭୪)[୧] ଜଣେ ଭାରତୀଯ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ଜନମାନସରେ ନାନାସାହେବ ଦେଓ ଭାବରେ ଜଣାଶୁଣା ଥିଲେ ।[୨] ସେ ସତ୍କାର୍ଯ୍ୟତ୍ତେଜକ ସଭାର ପ୍ରତିଷ୍ଠା କରିଥିଲେ । [୩]

୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ସେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲ ଏବଂ ଗରିଫ ହୋଇ କାରାବରଣ କରିଥିଲେ ।[୪] ୧୯୪୭ ମସିହାରେ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ ସେ କରିଥିଲେ ।[୫]

୧୯୪୯ ମସିହାରେ ଗଠିତ ହୋଇଥିବା ଭାରତର ବିଧାନ ସଭାରେ ସେ ସଦସ୍ୟ ଥିଲେ ।[୬] ୧୯୨୦ ମସିହାରେ ସେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଚିବ ହୋଇଥିଲେ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ୧୯୪୬ରୁ ୧୯୫୦ ମସିହା ଯାଏଁ କାମ କରିଥିଲେ। ସେ ସାଧାରଣ ସମ୍ପାଦକ ଥିବାବେଳେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା ଏବଂ ବ୍ରିଟିଶ ସରକାର ହାତରୁ ଭାରତ ସରକାର ହାତକୁ ଶକ୍ତି ହସ୍ତାନ୍ତର କାର୍ଯ୍ୟର ଆରମ୍ଭ ହୋଇଥିଲା ।[୭]

ଆଧାର[ସମ୍ପାଦନା]

  1. "Shakarrao Deo". Retrieved 9 October 2013.
  2. "Satkaryottejak Sabha". Archived from the original on 13 October 2012. Retrieved 9 October 2013.
  3. Kunasekaram Nesiah (1983). Education and Human Rights in Sri Lanka: Selections from Writings and Addresses, 1930-1983. Christian Institute for the Study of Religion and Society. p. 232. The death in Poona on December 30 of Shri Shankarrao Deo at the age of 80 removes another prominent personality of the Gandhian era. Born on January 4, 1894 and educated in Poona and Baroda
  4. Quit India Revolution: The Ethos of Its Central Direction, p. 49-67, K. K. Chaudhari, Popular Prakashan, 1996
  5. Kothari, R. (1970). Politics in India. Orient Longman. p. 220. ISBN 978-81-250-0072-3.
  6. "List of Members of the Constituent Assembly (as in November, 1949)". Retrieved 10 October 2013.
  7. "University of Cambridge". Archived from the original on 14 October 2013. Retrieved 14 October 2013.