ଲୀଳା ରାମକୁମାର ଭାର୍ଗବ

ଉଇକିପିଡ଼ିଆ‌ରୁ
ଲୀଳା ରାମକୁମାର ଭାର୍ଗବ
ଜନ୍ମ୧୯୨୧ – ୧୯୨୨
ମୃତ୍ୟୁ୨୫ ମଇ ୨୦୧୪( ୨୦୧୪-୦୫-୨୫)
ବୃତ୍ତି(ସମୂହ)ସମାଜସେବୀ
ସ୍ୱାଧୀନତା ସଂଗ୍ରାମୀ
ବୈବାହିକ-ସାଥୀମୁନ୍ସି ରାମକୁମାର ଭାର୍ଗବ
ସନ୍ତାନରଣଜିତ ଭାର୍ଗବ
ପୁରସ୍କାରପଦ୍ମଶ୍ରୀ, ୧୯୭୧

ରାଣୀ ଲିଲା ରାମକୁମାର ଭାର୍ଗବ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଶିକ୍ଷାବିତ୍[୧] ଏବଂ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ରାଜନେତ୍ରୀ ଥିଲେ ।[୨] ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହଯୋଗୀ ଥିଲେ ।[୨] ଏସିଆର ସର୍ବ ପୁରାତନ ପ୍ରିଣ୍ଟିଂ ପ୍ରେସ, ନୱଲ କିଶୋର ପ୍ରେସର ପ୍ରତିଷ୍ଠାତା ମୁନ୍ସି ନୱଲ କିଶୋରଙ୍କ ପରିବାରରେ ବିବାହ କରିଥିଲେ ।[୩] ତାଙ୍କ ପତି ମୁନ୍ସି ରାମକୁମାର ଭାର୍ଗବ ତତ୍କାଳୀନ ଭାରତର ଭାଇସ୍‌ରାୟ ଲର୍ଡ଼ ୱଭେଲଙ୍କଠାରୁ ରାଜା ଉପାଧୀ ପାଇଥିଲେ ।[୪]

ତାଙ୍କ ପୁଅ ରଣଜିତ୍ ଭର୍ଗବ ଜଣେ ଜଣାଶୁଣା ପରିବେଶବିତ୍,[୫] ଯାହାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ।[୪]

ପୁରସ୍କାର[ସମ୍ପାଦନା]

୧୯୭୧ ମସିହାରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।[୬][୭]

ମୃତ୍ୟୁ[ସମ୍ପାଦନା]

୨୫ ମଇ ୨୦୧୪ରେ, ବାଙ୍ଗାଲୋରସ୍ଥିତ ପିଜିଆଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୮][୯]

ଆଧାର[ସମ୍ପାଦନା]

  1. "First death anniversary observed". Press Reader. 2015. Retrieved 28 May 2015.
  2. ୨.୦ ୨.୧ "Freedom fighter Rani Lila Ram Kumar Bhargava passes away". Business Standard. 25 May 2014. Retrieved 28 May 2015.
  3. B. G. Varghese (2014). Post Haste Quintessential India. Wstland. ISBN 9789383260973. Archived from the original on 28 May 2015. Retrieved 28 May 2015.
  4. ୪.୦ ୪.୧ "Ranjit Bhargava". Video. YouTube. 19 August 2011. Retrieved 28 May 2015.
  5. "Drive to get Upper Ganga declared a World Heritage site". Ganga Action Parivar. 2012. Retrieved 28 May 2015.
  6. "Padma Shri" (PDF). Padma Shri. 2015. Archived from the original (PDF) on 15 October 2015. Retrieved 11 November 2014.
  7. "PressReader.com - Digital Newspaper & Magazine Subscriptions". www.pressreader.com. Retrieved 2023-10-02.
  8. "Veteran freedom fighter Rani Lila Ram Kumar Bhargava died following brief illenss at the PGI hospital. Bhargava is survived by three sons and a daughter". The Times of India. 2014-05-25. ISSN 0971-8257. Retrieved 2023-07-29.
  9. Tripathi, Ashish (May 25, 2014). "Veteran freedom fighter Rani Lila Ram Kumar Bhargava died following brief illenss at the PGI hospital. Bhargava is survived by three sons and a daughter". The Times of India (in ଇଂରାଜୀ). Retrieved 2020-06-23.