ଦାଦା ଧର୍ମାଧିକାରୀ
ଦାଦା ଧର୍ମାଧିକାରୀ | |
---|---|
ଜନ୍ମ | ଶଙ୍କର ତ୍ରିମ୍ବକ୍ ଧର୍ମାଧିକାରୀ ୧୮ ଜୁନ ୧୮୯୯ ବାଇତୁଲ, ମଧ୍ୟ ପ୍ରଦେଶ, ବ୍ରିଟିଶ ଭାରତ |
ମୃତ୍ୟୁ | ୧ ଡିସେମ୍ବର ୧୯୮୫ ୱାର୍ଦ୍ଧା, ]]ଭାରତ]] | (ବୟସ ୮୬)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଦାଦା ଧର୍ମାଧିକାରୀ |
ବୃତ୍ତି(ସମୂହ) | ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ |
ପ୍ରସିଦ୍ଧି | ଭାରତୀୟ ସ୍ୱାଧୀନତା ଆନ୍ଦୋଳନ |
ଶଙ୍କର ତ୍ରିମ୍ବକ୍ ଧର୍ମାଧିକାରୀ (୧୮ ଜୁନ୍ ୧୮୯୯ – ୧ ଡିସେମ୍ବର ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତରେ ସାମାଜିକ ସଂସ୍କାର ଆନ୍ଦୋଳନର ପ୍ରମୁଖ ଥିଲେ ।[୧] ସେ ମୁଖ୍ୟତଃ ଦାଦା ଧର୍ମାଧିକାରୀ ଭାବରେ ଜଣାଶୁଣା ।ସେ ମହାତ୍ମା ଗାନ୍ଧୀଙ୍କ ନୀତିର ଜଣେ ଦୃଢ଼ ଆନୁଗତ ଥିଲେ ।
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
୧୮୯୯ ମସିହାର ଜୁନ ୧୮ ତାରିଖରେ ମଧ୍ୟ ପ୍ରଦେଶର ବାଇତୁଲଠାରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଇନ୍ଦୋର ଖ୍ରୀଷ୍ଟିଆନ କଲେଜରେ ଅଧ୍ୟୟନ କରିଥିଲେ ଏବଂ ପରେ ନାଗପୁରର ମୋରିସ୍ କଲେଜରେ ଅଧ୍ୟୟନ କରିଥିଲେ । ସେ ପ୍ରାୟ ଏକ ବର୍ଷ ଧରି ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅଦୈତ ବେଦାନ୍ତ ଅଧ୍ୟୟନ କରିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଅବଦାନ[ସମ୍ପାଦନା]
ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳରେ ଯୋଗ ଦେବା ପାଇଁ ସେ ତାଙ୍କର ପାଠପଢ଼ା ଅଧାରୁ ଛାଡ଼ିଥିଲେ ।[୨]
ମୃତ୍ୟୁ[ସମ୍ପାଦନା]
୧୯୮୫ ମସିହାର ଡିସେମ୍ବର ୧ ତାରିଖରେ ୱାର୍ଦ୍ଧାଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଧାର[ସମ୍ପାଦନା]
- ↑ M. V. Kamath (1995). Gandhi's Coolie: Life & Times of Ramkrishna Bajaj. Allied Publishers. p. 124. ISBN 9788170234876.
- ↑ "Acharya Dada Dharmadhikari - A free and truly liberated Gandhian thinker | Dada Dharmadhikari | Associates of Gandhi". www.mkgandhi.org. Retrieved 2023-07-09.
ଶ୍ରେଣୀସମୂହ:
- Articles with FAST identifiers
- Pages with authority control identifiers needing attention
- Articles with ISNI identifiers
- Articles with VIAF identifiers
- Articles with BNF identifiers
- Articles with BNFdata identifiers
- Articles with GND identifiers
- Articles with LCCN identifiers
- Articles with CINII identifiers
- ୧୮୯୯ ଜନ୍ମ
- ୧୯୮୫ ମୃତ୍ୟୁ
- ଗାନ୍ଧୀବାଦୀ
- ଭାରତର ସ୍ୱାଧୀନତା ସଂଗ୍ରାମୀ