ଉଇକିପିଡ଼ିଆ:ମହାତ୍ମା ଗାନ୍ଧୀ ଗଣସମ୍ପାଦନା ୨୦୨୦

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୩ ୨୦୨୧ ୨୦୨୦
ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା ୨୦୨୦
୨ ଓ ୩ ଅକ୍ଟୋବର ୨୦୨୦
ଗଢ଼ା ଯାଇଥିବା ପ୍ରସଙ୍ଗ ସଂଖ୍ୟା: ୭


ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ପ୍ରସଙ୍ଗ‌ଗୁଡ଼ିକୁ ଲେଖାଯାଏ । ୨୦୨୦ ମସିହାରେ ଏହା CIS-A2K ଦ୍ୱାରା ପ୍ରଥମ କରି ଦୁଇ ଦିନିଆ ଗଣ-ସମ୍ପାଦନା ଭାବରେ ଆୟୋଜନ କରାଯାଇଥିଲା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆ ଭାଗ ନେଇଥିଲା ।

ପ୍ରସଙ୍ଗ ତାଲିକା

ଗଣସମ୍ପାଦନାର ନିୟମ

  • ଏହି ଗଣ-ସମ୍ପାଦନାରେ ମହାତ୍ମା ଗାନ୍ଧୀଙ୍କ ପରିବାର ତଥା ତାଙ୍କ ସହିତ ଜଡ଼ିତ ବିଷୟ ଓ ଲୋକଙ୍କ ଉପରେ ପ୍ରସଙ୍ଗ ତିଆରି କରିପାରିବେ ।
  • ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ କିମ୍ବା ଗାନ୍ଧୀବାଦୀ ବ୍ୟକ୍ତିତ୍ୱଙ୍କ ଉପରେ ମଧ୍ୟ ଲେଖିପାରିବେ ।
  • ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
  • ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
  • ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।

ଆୟୋଜକ

ଅଂଶଗ୍ରହଣ କରିଥିବା ଉଇକିଆଳି

ଫଳାଫଳ

ଏହି ଗଣ-ସମ୍ପାଦନାରେ ସମୁଦାୟ ୩ ଜଣ ଉଇକିଆଳି ଭାଗ ନେଇଥିଲେ ଓ ୭ଟି ପ୍ରସଙ୍ଗ ଗଢ଼ିଥିଲେ ।

ଗଢ଼ାଯାଇଥିବା ପ୍ରସଙ୍ଗ ତାଲିକା

ଦରକାରୀ ଲିଙ୍କ