Jump to content

ବିଠଲଭାଇ ଜାଭେରୀ

ଉଇକିପିଡ଼ିଆ‌ରୁ
ବିଠଲଭାଇ ଜାଭେରୀ
ଜନ୍ମNot recognized as a date. Years must have 4 digits (use leading zeros for years < 1000).
ଭାରତ
Died୧୯୮୫ (aged ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।)
ପେଷାsଭାରତୀୟ ସ୍ୱାଧୀନତା ସଂଗ୍ରାମୀ
କଥାଚିତ୍ର ନିର୍ମାତା
ଫଟୋଗ୍ରାଫର୍
ଲେଖକ
ପୁରସ୍କାରପଦ୍ମ ଭୂଷଣ

ବିଠଲଭାଇ ଜାଭେରୀ (୧୯୧୬ – ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, କଥାଚିତ୍ର ନିର୍ମାତା, ଫଟୋଗ୍ରାଫର, ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ।[୧][୨] ସେ ଦାଣ୍ଡି ଯାତ୍ରାଠାରୁ ୧୯୪୮ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ଫଟୋଗ୍ରାଫ୍ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କୁ ଡକ୍ୟୁମେଣ୍ଟ୍ କରିଥିଲେ, ଯାହାକି ଅନେକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ଏବଂ ଅନେକ ସାହିତ୍ୟିକ କାର୍ଯ୍ୟରେ ବ୍ୟବହୃତ ହୋଇଥିଲା ।[୩][୪] ପିଟର ରୁହେଙ୍କଦ୍ୱାରା ରଚିତ ପୁସ୍ତକ ଗାନ୍ଧୀ-ଏ ଫଟୋ ବାଇଓଗ୍ରାଫିରେ ତାଙ୍କର ଅନେକ ଫଟୋଗ୍ରାଫ୍ ବ୍ୟବହାର ହୋଇଥିଲା ।[୫] ଦିନାନାଥ ଗୋପାଳ ତେନ୍ଦୁଲକରଙ୍କଦ୍ୱାରା ନିର୍ମିତ ମହାତ୍ମା ଗାନ୍ଧୀଙ୍କ ଜୀବନୀ, ମହାତ୍ମା: ଲାଇଫ୍ ଅଫ୍ ମୋହନଦାସ କରମଚାନ୍ଦ ଗାନ୍ଧୀରେ ସେ ସହକର୍ମୀ ଥିଲେ ।[୬][୭] ତାଙ୍କଦ୍ୱାରା ଗାନ୍ଧୀଜୀଙ୍କ ଉପରେ ନିର୍ମିତ ୩୩୦ ମିନିଟ୍‌ର ଡକ୍ୟୁମେଣ୍ଟାରୀ ମହାତ୍ମା: ଲାଇଫ୍ ଅଫ୍ ଗାନ୍ଧୀ, ୧୮୬୯–୧୯୪୮, ୧୪ଟି ଅଧ୍ୟାୟରେ ମୁକ୍ତିଲାଭ କରିଥିଲା ।[୮] ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୧୯୬୯ ମସିହାରେ ଭାରତ ସରକାର ତାଙ୍କୁ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।[୯]

  1. ↑ "Royalty sought from Rajmohan". DNA India. 25 October 2012. Retrieved 23 March 2016.
  2. ↑ "Vithalbhai Jhaveri". GandhiServe Foundation. 2016. Archived from the original on 22 April 2016. Retrieved 23 March 2016.
  3. ↑ "Online Image Archive 1". GandhiServe Foundation. 2016. Archived from the original on 26 December 2018. Retrieved 23 March 2016.
  4. ↑ "Online Image Archive 2". GandhiServe Foundation. 2016. Archived from the original on 19 March 2016. Retrieved 23 March 2016.
  5. ↑ Ananda M. Pandiri (1995). A Comprehensive, Annotated Bibliography on Mahatma Gandh. Greenwood Publishing Group. p. 401. ISBN 9780313253379.
  6. ↑ Peter Rühe (5 October 2004). Gandhi-A Photo Biography. Phaidon. p. 320. ISBN 9780714844596. Archived from the original on 2 August 2012. Retrieved 14 August 2023.
  7. ↑ Dinanath Gopal Tendulkar; Vithabhai Jhaveri (Illustrations) (1969). Mahatma; life of Mohandas Karamchand Gandhi. Publications Division, Ministry of Information and Broadcasting, Govt. of India.{{cite book}}: CS1 maint: multiple names: authors list (link)
  8. ↑ "Mahatma: Life of Gandhi, 1869-1948 on IMDb". Internet Movie Database. 2016. Retrieved 23 March 2016.
  9. ↑ "Padma Awards" (PDF). Ministry of Home Affairs, Government of India. 2016. Archived from the original (PDF) on 15 October 2015. Retrieved 3 January 2016.

ବାହାର ଲିଙ୍କ୍

[ସମ୍ପାଦନା]