Jump to content


  

ବିଠଲଭାଇ ଜାଭେରୀ

ଉଇକିପିଡ଼ିଆ‌ରୁ
ବିଠଲଭାଇ ଜାଭେରୀ
ଜନ୍ମ୧୯୧୬
ଭାରତ
ମୃତ୍ୟୁ୧୯୮୫
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ
ବୃତ୍ତି(ସମୂହ)ଭାରତୀୟ ସ୍ୱାଧୀନତା ସଂଗ୍ରାମୀ
କଥାଚିତ୍ର ନିର୍ମାତା
ଫଟୋଗ୍ରାଫର୍
ଲେଖକ
ପୁରସ୍କାରପଦ୍ମ ଭୂଷଣ

ବିଠଲଭାଇ ଜାଭେରୀ (୧୯୧୬ – ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, କଥାଚିତ୍ର ନିର୍ମାତା, ଫଟୋଗ୍ରାଫର, ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ।[][] ସେ ଦାଣ୍ଡି ଯାତ୍ରାଠାରୁ ୧୯୪୮ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ଫଟୋଗ୍ରାଫ୍ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କୁ ଡକ୍ୟୁମେଣ୍ଟ୍ କରିଥିଲେ, ଯାହାକି ଅନେକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ଏବଂ ଅନେକ ସାହିତ୍ୟିକ କାର୍ଯ୍ୟରେ ବ୍ୟବହୃତ ହୋଇଥିଲା ।[][] ପିଟର ରୁହେଙ୍କଦ୍ୱାରା ରଚିତ ପୁସ୍ତକ ଗାନ୍ଧୀ-ଏ ଫଟୋ ବାଇଓଗ୍ରାଫିରେ ତାଙ୍କର ଅନେକ ଫଟୋଗ୍ରାଫ୍ ବ୍ୟବହାର ହୋଇଥିଲା ।[] ଦିନାନାଥ ଗୋପାଳ ତେନ୍ଦୁଲକରଙ୍କଦ୍ୱାରା ନିର୍ମିତ ମହାତ୍ମା ଗାନ୍ଧୀଙ୍କ ଜୀବନୀ, ମହାତ୍ମା: ଲାଇଫ୍ ଅଫ୍ ମୋହନଦାସ କରମଚାନ୍ଦ ଗାନ୍ଧୀରେ ସେ ସହକର୍ମୀ ଥିଲେ ।[][] ତାଙ୍କଦ୍ୱାରା ଗାନ୍ଧୀଜୀଙ୍କ ଉପରେ ନିର୍ମିତ ୩୩୦ ମିନିଟ୍‌ର ଡକ୍ୟୁମେଣ୍ଟାରୀ ମହାତ୍ମା: ଲାଇଫ୍ ଅଫ୍ ଗାନ୍ଧୀ, ୧୮୬୯–୧୯୪୮, ୧୪ଟି ଅଧ୍ୟାୟରେ ମୁକ୍ତିଲାଭ କରିଥିଲା ।[] ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୧୯୬୯ ମସିହାରେ ଭାରତ ସରକାର ତାଙ୍କୁ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।[]

  1. "Royalty sought from Rajmohan". DNA India. 25 October 2012. Retrieved 23 March 2016.
  2. "Vithalbhai Jhaveri". GandhiServe Foundation. 2016. Archived from the original on 22 April 2016. Retrieved 23 March 2016.
  3. "Online Image Archive 1". GandhiServe Foundation. 2016. Archived from the original on 26 December 2018. Retrieved 23 March 2016.
  4. "Online Image Archive 2". GandhiServe Foundation. 2016. Archived from the original on 19 March 2016. Retrieved 23 March 2016.
  5. Ananda M. Pandiri (1995). A Comprehensive, Annotated Bibliography on Mahatma Gandh. Greenwood Publishing Group. p. 401. ISBN 9780313253379.
  6. Peter Rühe (5 October 2004). Gandhi-A Photo Biography. Phaidon. p. 320. ISBN 9780714844596. Archived from the original on 2 August 2012. Retrieved 14 August 2023.
  7. Dinanath Gopal Tendulkar; Vithabhai Jhaveri (Illustrations) (1969). Mahatma; life of Mohandas Karamchand Gandhi. Publications Division, Ministry of Information and Broadcasting, Govt. of India.{{cite book}}: CS1 maint: multiple names: authors list (link)
  8. "Mahatma: Life of Gandhi, 1869-1948 on IMDb". Internet Movie Database. 2016. Retrieved 23 March 2016.
  9. "Padma Awards" (PDF). Ministry of Home Affairs, Government of India. 2016. Archived from the original (PDF) on 15 October 2015. Retrieved 3 January 2016.

ବାହାର ଲିଙ୍କ୍

[ସମ୍ପାଦନା]